www.samajalive.in
Friday, December 12, 2025
19.1 C
Bhubaneswar

ଏଆରସି ପରିସରରେ ଅଗ୍ନିକାଣ୍ଡ

ଚୌଦ୍ୱାର: ଭାରତ ପ୍ରତିରକ୍ଷା ବିଭାଗର ଚାରବାଟିଆସ୍ଥିତ ଏଭିଏସନ୍‌ ରିସର୍ଚ୍ଚ ସେଣ୍ଟର(ଏଆରସି) ପରିସରରେ ଶନିବାର ଦିନ ଭିଷଣ ଅଗ୍ନିକାଣ୍ଡ ଘଟିଛି । ଏଆରସିର ବିମାନ ରନ୍‌ୱେ ଚତୁଃପାର୍ଶ୍ବରେ ଥିବା ବୁଦୁ ବୁଦିକିଆ ଘାସ ଜଙ୍ଗଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଆରସିର ଦୁଇଟି ଦମକଳ ଓ ଚୌଦ୍ୱାର ଦମକଳ କେନ୍ଦ୍ରର ଗୋଟିଏ ଦମକଳ ଦୀର୍ଘ ସମୟ ଧରି ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ଭୟାବହତା ଦେଖି ଆଖପାଖ ଗ୍ରାମ ବାଣୀପଦା, ଚାଙ୍ଗୁଡ଼ିଆ, ଆଗ୍ରାହାଟ ଆଦିର ବାସିନ୍ଦା ମାନେ ଭୟଭୀତ ହୋଇ ପଡ଼ିଥିଲେ । ତେବେ ପ୍ରତିବର୍ଷ ଗ୍ରୀଷ୍ମ ଦିନରେ ଏଆରସି ଭିତରେ ଥିବା ଘାସ ଜଙ୍ଗଲରେ ନିଆ ଲାଗୁ ଥିବାରୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଠି ହେଉ ଥିବାରୁ ଏଆସି କତ୍ତୃପକ୍ଷ ଏହି ସବୁ ଅରମା ଜଙ୍ଗଲ ସଫେଇ କରିବାପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ତରଫରୁ ନିବେଦନ କରାଯାଇଛି ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories