କୃଷ୍ଣପ୍ରସାଦ : ଚିଲିକା ଜହ୍ନିକୁଦା ଘାଟରେ ଦ୍ୱିତୀୟ ଭସା ପୋଲ ବୁଡି ଯାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଭସା ପୋଲ ଭିତରେ କ୍ରମଶଃ ପାଣି ପଶିଯିବାରୁ ଏହାର ଅଧିକାଂଶ ଅଂଶ ବୁଡି ଯାଇଛି। ଗତକାଲି ସନ୍ଧ୍ୟାରେ ଫେରିବା ପରେ ଜହ୍ନିକୁଦା ଘାଟରେ ବନ୍ଧାଯାଇ ରଖାଯାଇଥିଲା। ପୋଲ ବୁଡି଼ଯିବାରୁ ଜହ୍ନିକୁଦାରୁ ସାତପଡା ଗମନାଗମନ ବ୍ୟାହତ ହୋଇଛି। ସେପ୍ଟେମ୍ବର ୧୫ରେ ଜହ୍ନିକୁଦାରୁ ସାତପଡାକୁ ଭସା ପୋଲ ପ୍ରଚଳନ ହୋଇଥିଲା।
Popular Categories