www.samajalive.in
Saturday, December 6, 2025
16.1 C
Bhubaneswar

କମିଲା ବସ୍‍ ଭଡା

ଭୁବନେଶ୍ୱର : ରାଜ୍ୟରେ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ପେଟ୍ରୋଲ ଡିଜେଲ ଦର କମିଥିବାରୁ କମିଲା ବସ୍‍ ଭଡା। ଅର୍ଡିନାରୀ ବସ୍‍ ଭଡା ୯୨ ରୁ ୮୯ ପଇସାକୁ ହ୍ରାସ କରାଯାଇଛି। ଏକ୍ସପ୍ରେସ ୯୬ ରୁ ୯୩ ପଇସା, ଡିଲକ୍ସ ୧.୩୫ ରୁ ୧.୨୯କୁ ହ୍ରାସ ହୋଇଛି। ସେହିଭଳି ଏସି ଡିଲକ୍ସ ଭଡା ୧.୬୩ରୁ ୧.୫୭ ପଇସାକୁ , ସୁପର ପ୍ରିମିୟମ ଭଡା ୨ ଟଙ୍କା ୫୩ ରୁ ୨ ଟଙ୍କା ୪୪କୁ ହ୍ରାସ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories