ଵୁର୍ଲା : ଵୁର୍ଲା ଭିମସାରକୁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତପରେ ହଠାତ ବୁଧବାର ୫ଟି ପ୍ରତିନିଧି ଭାବରେ ଅତିରିକ୍ତ ସଚିବ ଡ଼ ପରେଶ ମିଶ୍ର ଏବଂ ଶିଶୁରଞ୍ଜନ ମହାରଣା ଭିମସାର ପରିଦର୍ଶନ କରି କରିଥିଲେ। ପରେ ସ୍ତ୍ରୀ ପ୍ରସୂତୀ ବିଭାଗ ଏବଂ ଶଲ୍ୟ ଵିଭାଗୀୟ ରୋଗୀଙ୍କସହ କଥାବର୍ତ୍ତା ହୋଇଥିଲେ। ସେମାନେ ସରକାରୀ ଯୋଜନାରୁ ଉପକୃତ ହେଉଛନ୍ତି କି ନାହିଁ ଏବଂ ବୁର୍ଲା ମେଡ଼ିକାଲରେ ଉତ୍ତମ ବ୍ୟବହାର ତଥା ଚିକିତ୍ସା ପ୍ରଦାନ କରାଯାଉଛି କି ନାହିଁ ପଚାରି ଵୁଝିଥିଲେ।
Popular Categories



