www.samajalive.in
Wednesday, December 10, 2025
26.1 C
Bhubaneswar

ଅଳ୍ପକେ ବଞ୍ଚିଲା ଜୀବନ, ଦେଖନ୍ତୁ ଛାତିଥରା ଭିଡିଓ

ନୂଆଦିଲ୍ଲୀ : ମୃତ୍ୟୁ କେମିତି ଆଉ କେତେବେଳେ ଆସିବ ତାହା କହିବା ସମ୍ଭବ ନୁହେଁ । ବେଳେବେଳେ ମୃତ୍ୟୁ ଅଳ୍ପକେ ଛୁଇଁ ଦେଇ ଚାଲିଯାଏ ଆଉ ଜୀବନ ରକ୍ଷା ହୋଇଯାଏ । ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହା କୌଣସି ହଲିଉଡ ଫିଲ୍ମଠୁ କମ୍ ନୁହେଁ । ତେବେ ଏଥିରେ ଜଣେ ବ୍ୟକ୍ତି ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି ।

- Advertisement -

ଭିଡିଓରେ ନଜର ଆସୁଛି କି ଏକ ଅବୈଧ ଅଟ୍ଟାଳିକା ଭଙ୍ଗାଯାଉଛି । କିଛି ଦୂରରେ ଲୋକମାନେ ଏହାର ଭିଡିଓ ଉତ୍ତୋଳନ କରୁଛନ୍ତି । ଏହି ସମୟରେ ସେହି ଭଙ୍ଗା ଘରୁ ଏକ କଂକ୍ରିଟ୍ ଖଣ୍ଡ ଛିଟକି ଆସୁଛି ଆଉ ଜଣଙ୍କ ମୁଣ୍ଡରେ ବାଜୁଛି । ଏହା ପରେ ସେ ପଡିଯାଉଛନ୍ତି । ଏହି ଭିଡିଓଟି ଇଣ୍ଟରନେଟରେ ଘୁରୁବୁଲୁଛି । ଲୋକମାନେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ତେବେ ଏଥିରେ ବ୍ୟକ୍ତି ଜଣକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories