www.samajalive.in
Wednesday, December 10, 2025
26.1 C
Bhubaneswar

ନୂଆଦିଲ୍ଲୀରେ ଚିତ୍ରଶିଳ୍ପୀ ବୃନ୍ଦାବନ ମହାରଣା ପୁରସ୍କୃତ

ସମ୍ବଲପୁର: ରାଜଧାନୀ ନୁଆଦିଲ୍ଲୀର ପ୍ରଗତି ମୈଦାନ (ଭାରତ ମଣ୍ଡପମ ହଲ ନଂ ୫)ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସାଇନ ଇଣ୍ଡିଆ – ୨୦୨୫ ପ୍ରଦର୍ଶନୀରେ ବୁର୍ଲା ନିବାସୀ ଚିତ୍ରଶିଳ୍ପୀ ବୃନ୍ଦାବନ ମହାରଣା ପୁରସ୍କୃତ ହୋଇଛନ୍ତି। ପ୍ରଦର୍ଶନୀରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କଳା ଶିକ୍ଷକ ଓ ଚିତ୍ରଶିଳ୍ପୀ ବୃନ୍ଦାବନ ମହାରଣାଙ୍କର ୨ଟି ପେଣ୍ଟିଂ ସ୍ଥାନ ପାଇଛି । ଉକ୍ତ ପେଣ୍ଟିଂଗୁଡିକ ଉଚ୍ଚ ପ୍ରଶଂସନୀୟ ହୋଇଥିବା ବେଳେ ପ୍ରିଙ୍କସ ୱାର୍ଲ୍ଡ ଗ୍ରୁପ ଅଫ କମ୍ପାନୀ ପକ୍ଷରୁ ପେଣ୍ଟିଂର ଥ୍ରୀ’ଡି ରିପ୍ରଡକ୍ସନ କରାଯାଇଛି। ଶୁକ୍ରବାର ପ୍ରିଙ୍କସ ୱାର୍ଲ୍ଡ ଗ୍ରୁପ ଅଫ କମ୍ପାନୀର ନିର୍ଦ୍ଦେଶକ ଭିନିତ ଜୈନ ଶ୍ରୀ ମହାରଣାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories