www.samajalive.in
Tuesday, November 18, 2025
28.1 C
Bhubaneswar

ଜଙ୍ଗଲ ଭିତରେ ପ୍ରେମୀ ଯୁଗଳଙ୍କ ମୃତଦେହ: ହତ୍ୟା ସନ୍ଦେହ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଆଠଗାଁ-ତୁଷୁରା ରାସ୍ତାରେ ଅଭାବନୀୟ ଘଟଣା ଘଟିଛି। ପେଟେନେ ଦୁହୁଲା ଜଙ୍ଗଲ ଭିତରେ ଦୁଇ ଜଣ ଯୁବକ ଯୁବତୀ ଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ସୂଚନା ମୂତାବକ ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଉପରଝର ଘାଟିରୁ ତଣ୍ଡାମୁଣ୍ଡା ଯିବା ରାସ୍ତା ର ବୁଲାଣି ନିକଟରେ ଥିବା ଏକ ବୁଦା ଭିତରେ ପ୍ରେମୀ ଯୁଗଳଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏ ନେଇ  ପୁଲିସକୁ ଖବର ଦେଇଥିଲେ ।  କିଏ ଏହି ଦୁଇ ପ୍ରେମୀ ଯୁଗଳ ଙ୍କୁ ହତ୍ୟା କରି ଜଙ୍ଗଲ ରେ ଫିଙ୍ଗିଦେଇଛି ନା ନିଜେ ଆତ୍ମହତ୍ୟା କରିଛନ୍ତି ସେ ନେଇ ପୁଲିସ୍  ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ମାଓମୁକ୍ତ ଅଭିଯାନ : ଗୋଟିଏ ଦିନରେ ୨ ଏନକାଉଣ୍ଟର

ମାଲକାନଗିରି : କିଛିଦିନ ପୂର୍ବରୁ ଖୁବଶୀଘ୍ର ଦେଶ ମାଓବାଦୀ ମୁକ୍ତ ହେବ...

୩ଟା ମୁଖ୍ୟ ଖବର

ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯ଟି ଟାସ୍କ...ଦୁର୍ନୀତି ହଟାଅ, ଅଧିକ ଫିଲ୍ଡ ଭିଜିଟ୍...

ମର୍ମନ୍ତୁଦ ଦୁର୍ଘଟଣା: ଯୁବକଙ୍କୁ ଚାପି ଦେଲା ଟ୍ରକ୍‌

ଭୁବନେଶ୍ଵର : ଚନ୍ଦକା କୁଜିମହଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିପରୀତ...

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଶାହଙ୍କ ସହ ଆଲୋଚନା

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଶପଥ ନେବା...

ସାଲିଆ ସାହିରେ ବୁଲଡୋଜର, ଭଙ୍ଗାଯିବ ୫୧୭ ଘର

ଭୁବନେଶ୍ବର: ଉଚ୍ଛେଦ ହେବ ସାଲିଆ ସାହି। ଏକାମ୍ର କାନନରୁ ଅନ୍ଧାରୁଆ ୧୩...

Related Articles

Popular Categories