www.samajalive.in
Friday, December 12, 2025
14.1 C
Bhubaneswar

ବିଜେପିର ଅଭିମତ ସଂଗ୍ରହ ଅଭିଯାନ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ସୋମବାର ଠାରୁ ବିଜେପିର ଅଭିମତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଶୁଭାରମ୍ଭ କଲେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓ ଜୟନାରାୟଣ ମିଶ୍ର। ଏହି ଅଭିଯାନ ଦ୍ୱାରା ବିଜେପି ନେତା ମାନେ ୧କୋଟି ଲୋକଙ୍କ ପାଖକୁ ଯାଇ ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବେ। ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀରେ ୨ଟି ଗାଡି ସଂକଳ୍ପ ପତ୍ର ବାକ୍ସ ବୁଲିବ। ବାକ୍ସରେ ଲୋକମାନେ ନିଜସ୍ୱ ପରାମର୍ଶ ଦେବେ। ଲୋକଙ୍କ ପରାମର୍ଶକୁ ନେଇ ଚଳିତ ନିର୍ବାଚନରେ ଦଳ କଣ କଣ କରିପାରିବ ସେନେଇ ନିର୍ବାଚନ ଇସ୍ତାହାର ପତ୍ର ପ୍ରକାଶ କରିବ। ସେହିପରି ନମୋ ଆପ୍ ଜରିଆରେ ମଧ୍ୟ ପରାମର୍ଶ ଦେଇପାରିବେ । ଏହା ସହ ୯୦୯୦୯୦୨୦୨୪ ନମ୍ବରରେ କଲ୍ କରି ଭଏସ୍ ମେସେଜ୍ ଜରିଆରେ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ନିଜର ମତ ବା ପରାମର୍ଶ ଦେଇପାରିବେ ।

Hot this week

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

Related Articles

Popular Categories