www.samajalive.in
Friday, December 5, 2025
23.1 C
Bhubaneswar

ଚିରାଗଙ୍କ ଦାବିକୁ ବିଜେପି, ଜେଡିୟୁର ବିରୋଧ

ପାଟନା : ବିହାରରେ ଏନଡିଏ ସରକାର ଗଠନ ହେବାକୁ ଯାଉଥିବାବେଳେ ସହଯୋଗୀ ଚିରାଗ ପାଶ୍ବାନଙ୍କ ନେତୃତ୍ବାଧୀନ ଏଲଜେପି(ଆରଭି) ଉପମୁଖ୍ୟମନ୍ତ୍ରୀ ପଦ ପାଇଁ କରିଥିବା ଦାବିକୁ ଅଗ୍ରାହ୍ୟ କରିଦିଆଯାଇଛି। ବୁଧବାର ସରକାର ଗଠନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନାବେଳେ ଚିରାଗ ତାଙ୍କ ଦଳ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କରିଥିଲେ। ମାତ୍ର ଏହି ଦାବିକୁ ସହଯୋଗୀ ବିଜେପି ଓ ଜେଡିୟୁ ବିରୋଧ କରିଥିଲେ। ନିର୍ବାଚନରେ ଚିରାଗଙ୍କ ଦଳ ୧୯ଟି ଆସନ ପାଇଛି। ନୂଆ ସରକାରରେ ଜେଡିୟୁ ମୁଖ୍ୟମନ୍ତ୍ରୀ ପଦ ପାଇଥିବାବେଳେ ବିଜେପିକୁ ଦୁଇଟି ଉପମୁଖ୍ୟମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି। ଏହା ସହିତ ଜେଡିୟୁକୁ ବାଚସ୍ପତି ପଦ ମିଳିବ।

Hot this week

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

Related Articles

Popular Categories