www.samajalive.in
Sunday, December 7, 2025
13.1 C
Bhubaneswar

ଜିଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନରେ ବିଜେଡିର ବାଜିମାତ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଜିଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନରେ ବିଜେଡିର ବାଜିମାତ ହୋଇଛି। ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ଆସନ ନେଇଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ସଂଖ୍ୟା ଦୃଷ୍ଠିରୁ ସବୁ ଜିଲାରେ ବିଜେଡି ଜିଲା ପରିଷଦ ସଭାପତି ଆସନ ହାତେଇବା ଜଣାପଡ଼ିଛି।
ଆଜି ରାଜ୍ୟର ସମସ୍ତ ୩୦ଟି ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସବୁ ଜିଲାର ଜିଲା ପରିଷଦ ଅଧ୍ୟକ୍ଷ ଆସନ ବିଜେଡି ହାତେଇଛି। କିଏ କେଉଁ ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇଛନ୍ତି, ତାହା ଜାଣି ନିଅନ୍ତୁ…
ଅନୁଗୋଳ- ବବିତା ପ୍ରଧାନ (ବିଜେଡି)
ବୌଦ୍ଧ- ପ୍ରଭାସିନୀ ଦାସ (ବିଜେଡି)
ବଲାଙ୍ଗିର- ଦେବକୀ ସାହୁ (ବିଜେଡି)
ବରଗଡ଼- ମାନିନୀ ଭୋଇ (ବିଜେଡି)
ବାଲେଶ୍ୱର- ନାରାୟଣ ପ୍ରଧାନ (ବିଜେଡି)
ଭଦ୍ରକ- ପ୍ରଫୁଲ୍ଲ ଜେନା (ବିଜେଡି)
କଟକ- କିଶୋର ଚନ୍ଦ୍ର ମିଶ୍ର (ବିଜେଡି)
ଦେବଗଡ଼- କୌଶିକ କୁମାର ପ୍ରଧାନ (ବିଜେଡି)
ଢେଙ୍କାନାଳ- ଅର୍ଚ୍ଚନା ପୁହାଣ (ବିଜେଡି)
ଗଞ୍ଜାମ- ଅଞ୍ଜଳି ସ୍ୱାଇଁ (ବିଜେଡି)
ଗଜପତି- ଜି. ତିରୁପତି ରାଓ (ବିଜେଡି)
ଝାରସୁଗୁଡ଼ା- ତୁଳାବତୀ ମିଞ୍ଜ୍ (ବିଜେଡି)
ଯାଜପୁର- ନଳିନୀପ୍ରଭା ଜେନା (ବିଜେଡି)
ଜଗତସିଂହପୁର- ମନୋଜ କୁମାର ଭୋଇ (ବିଜେଡି)
ଖୋର୍ଦ୍ଧା- ରୁପଶ୍ରୀରାଣୀ ଗୁମାନସିଂ (ବିଜେଡି)
କେନ୍ଦୁଝର- ସାଗରିକା ସାହୁ (ବିଜେଡି)
କଳାହାଣ୍ଡି- ପୁଷ୍ପେନ୍ଦ୍ର କୁମାର ସିଂହଦେଓ (ବିଜେଡି)
କନ୍ଧମାଳ- ନନ୍ଦିନୀ ମଲ୍ଲିକ (ବିଜେଡି)
କୋରାପୁଟ- ସସ୍ମିତା ମେଲେକା (ବିଜେଡି)
କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ (ବିଜେଡି)
ମାଲକାନଗିରି- ସମାରୀ ଟାଙ୍ଗୁଲୁ (ବିଜେଡି)
ମୟୂରଭଞ୍ଜ- ଭାରତୀ ହାଂସଦା (ବିଜେଡି)
ନବରଙ୍ଗପୁର- ମୋତିରାମ ନାୟକ (ବିଜେଡି)
ନୂଆପଡ଼ା- ଡଲି ମାଝୀ (ବିଜେଡି)
ନୟାଗଡ଼- ଦେବାଶିଷ ପଟ୍ଟନାୟକ (ବିଜେଡି)
ପୁରୀ- ସ୍ୱପ୍ନାରାଣୀ ସ୍ୱାଇଁ (ବିଜେଡି)
ରାୟଗଡ଼ା- ସରସ୍ୱତୀ ମାଝୀ (ବିଜେଡି)
ସମ୍ବଲପୁର- କୁମୁଦିନୀ ନାୟକ (ବିଜେଡି)
ସୁବର୍ଣ୍ଣପୁର- ସୁପାର ଠେଲା (ବିଜେଡି)
ସୁନ୍ଦରଗଡ଼- କୁନ୍ତୀ ପ୍ରଧାନ (ବିଜେଡି)

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories