www.samajalive.in
Sunday, December 7, 2025
14.1 C
Bhubaneswar

ରାଜ୍ୟର ବିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବନାଞ୍ଚଳରେ ବୁଧବାର ପକ୍ଷୀ ଗଣନା କରାଯାଉଛି। ବଣାଇ ଫରେଷ୍ଟ ଡିଭିଜନର ୭ଟି ରେଞ୍ଜର ୩୧ଟି ସ୍ଥାନରେ , କୋରାପୁଟ ବନାଞ୍ଚଳର ୬ଟି ସ୍ଥାନରେ ୬ଟି ଟିମ୍‌‌ ଗଣନା କରୁଛନ୍ତି। ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ୨୫ଟି ଟିମ୍‌‌ ମୁତୟନ ରହିଛନ୍ତି। ସେହିପରି ରେଢାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା କରୁଛନ୍ତି। ଦଶପଲ୍ଲା ରେଞ୍ଜରେ ୪ଟି ଟିମ୍‌‌ ଦ୍ୱାରା ପକ୍ଷୀ ଗଣନା ଚାଲିଛି। କୋଇଡା ବନାଞ୍ଚଳରେ ୭ଟି ଟିମ୍‌‌ରେ ୩୫ ଜଣ ଗଣନାରେ ସାମିଲ ରହିଛନ୍ତି। ଶିମିଳିପାଳ ସଂଲଗ୍ନ ଆର୍ଦ୍ରଭୂମିର ୩ଟି ଡିଭିଜନ୍‌‌ରେ ଚାଲିଛି ଗଣନା। ନୀଳଗିରି ଓ କୁଳଡିହା ରେଞ୍ଜରେ ଗଣନା ପାଇଁ ୨ଟି ଟିମ୍‌‌ ନିୟୋଜିତ ରହିଛନ୍ତି। ଆଠଗଡ ଡିଭିଜନର ୫ଟି ରେଞ୍ଜରେ ୨୦୦ କର୍ମଚାରୀ ନିୟୋଜିତ ରହିଛନ୍ତି।

 

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories