ହାଇଓ୍ବାକୁ ପିଟିଲା ବାଇକ୍, ୨ ମୃତ

ଆନନ୍ଦପୁର : ହାଇଓ୍ବାକୁ ପଛରୁ ଏକ ବାଇକ୍ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ୨୦ ସଇଲଙ୍ଗ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ହାଇଓ୍ବାକୁ ପଛରୁ ଏକ ବାଇକ୍ ଆସି ଧକ୍କା ଦେଇଥିଲା । ବାଇକରେ ୩ ଜଣ ଯାତ୍ରୀ ଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Comments are closed.