www.samajalive.in
Saturday, December 6, 2025
26.1 C
Bhubaneswar

ସ୍ବାସ୍ଥ୍ୟ ସହ ସୁନ୍ଦରତା ବୃଦ୍ଧିରେ ସହାୟକ ହୁଏ ନିମ୍ବ ପାଉଡର

ସାଧାରଣତଃ ଏହା ସମସ୍ତେ ଜାଣନ୍ତି ଯେ, ନିମ୍ବର ଅନେକ ଔଷଧୀୟ ଗୁଣ ରହିଛି। ନିମ୍ବ କେବଳ ସ୍ବାସ୍ଥ୍ୟ ନୁହେଁ କେଶ ଓ ତ୍ବଚା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ନିମ୍ବ ପତ୍ର ଗୁଣ୍ଡ ବ୍ୟବହାରରେ ଆମକୁ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିମ୍ବ ପାଉଡରର ବ୍ୟବହାର ବିଷୟରେ –

– ଟୁଥପେଷ୍ଟରେ ନିମ୍ବ ପାଉଡର ମିଶାଇ ଦାନ୍ତ ଘଷିଲେ ଦାନ୍ତ ସହ ଜଡ଼ିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।
– ନିମ୍ବ ପାଉଡରରେ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କେଶରେ ଲଗାଇଲେ ରୂପି ଏବଂ କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ।
– ପ୍ରତିଦିନ ନିମ୍ବ ପାଉଡର ସେବନ କଲେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ ।
– ମୁହଁର ବ୍ରଣ ସମସ୍ୟା ଦୂର କରିବା ପାଇଁ ନିମ୍ବ ପାଉଡର୍ ଲଗାନ୍ତୁ ।
– ନିମ୍ବ ପାଉଡରରେ ହଳଦୀ ଏବଂ ପାଣି ମିଶାଇ କୁଣ୍ଡାଇ ହେଉଥିବା ଏବଂ ପୋଡୁଥିବା ସ୍ଥାନରେ ଲଗାଇଲେ ଉପଷମ ମିଳିଥାଏ ।
– ନିମ୍ବ ପାଉଡର ସେବନ କଲେ ରକ୍ତ ପରିସ୍କାର ହୋଇଥାଏ ।
– ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ନିମ୍ବ ପାଉଡର ମୁକ୍ତି ଦେଇଥାଏ ।
– ଆଖି ତଳର କଳାଦାଗ ଦୂର କରିବାରେ ନିମ୍ବ ପାଉଡର ବିଶେଷ ଭାବେ ସହାୟକ ହୋଇଥାଏ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories