www.samajalive.in
Saturday, December 6, 2025
26.1 C
Bhubaneswar

କଳ୍ପନା ଏବଂ ମ୍ୟୁଜିୟମ୍ ଛକରେ ନିର୍ମାଣ ହେବ ଫ୍ଲାଏଓଭର୍‌

ଭୁବନେଶ୍ଵର: ଭୁବନେଶ୍ଵର ପାଇଁ ବଡ ଯୋଜନା। ରାଜଧାନୀର ମୁଖ୍ୟ ରାସ୍ତାରେ ଭିଡ ହ୍ରାସ ଲାଗି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲେଭେଟେଡ୍ କରିଡର ତିଆରି ହେବ । ବାରଙ୍ଗରୁ ପଟିଆ ଷ୍ଟେସନ ଛକ , ଏନଏଚ୍ ୧୬ ଏବଂ ସୁଆଙ୍ଗ ଦେଇ ଜଟଣୀ କେନାଲ ରାସ୍ତା ହେବ। କଳ୍ପନା ଏବଂ ମ୍ୟୁଜିୟମ୍ ଛକରେ ଫ୍ଲାଏଓଭର୍‌ ନିର୍ମାଣ ହେବ । ସେହିପରି ଶିଶୁ ଭବନ ଛକରୁ ମ୍ୟୁଜିୟମ୍ ରାସ୍ତାରେ ଆରୋବି ନିର୍ମାଣ ହେବ। ଏଜି ଛକରେ ଭୂତଳ ରାସ୍ତା ନିର୍ମାଣ ହେବ। ଏବଂ ଭୁବନେଶ୍ଵର ଇନଡୋର୍ ଏବଂ ଆଉଟଡୋର୍ ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories