www.samajalive.in
Monday, December 8, 2025
27.1 C
Bhubaneswar

ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ମିଶନ ଶକ୍ତି ମହିଳା; ମିଶନ ଶକ୍ତି କର୍ମୀଙ୍କ ପ୍ରତି ସମର୍ଥନ ରହିବ କହିଲା ବିଜେଡି..

ଭୁବନେଶ୍ୱର : ମିଶନ ଶକ୍ତି ମହିଳାଙ୍କ ଧାରଣାରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ରାଜ୍ୟ ବିଜେପି ସରକାର ଷଡଜନ୍ତ୍ର କରୁଛନ୍ତି ଓ ମିଶନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ରହିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ଏହାସହ ମଙ୍ଗଳବାର ବିଧାନସଭା ଶୀତକାଳୀନ ଅଧିବେଶନରେ ଏହାକୁ ନେଇ ବିରୋଧୀ ଦଳ ନେତା ଗୃହରେ ପ୍ରତିବାଦ କରିବା ସହ ମିଶନ ଶକ୍ତି କର୍ମୀଙ୍କ ପ୍ରତି ସମର୍ଥନ ରହିଥିବା କହିଛନ୍ତି । ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି । ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଛି ବୋଲି କହିଛନ୍ତି ।

୩୦ ବର୍ଷ ପରେ.. ୨୦୨୫ ଜାନୁଆରୀରେ ଏକାଠି ହେବେ ଶନି-ବୁଧ: ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ..

- Advertisement -

ସୋମବାର ଭଳି ମଙ୍ଗଳବାର ମଧ୍ୟ ରାଜଧାନୀର ରାଜରାସ୍ତାରେ ରଣହୁଙ୍କାର ଦେଇଛନ୍ତି ମିଶନଶକ୍ତି ମହିଳା । ଲୋୟର ପିଏମ୍‌ଜିରେ ଆଜି ମଧ୍ୟ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ଲୋୟର ପିଏମ୍‌ଜିରେ ଧାରଣାସ୍ଥଳରେ ସାମିଲ ହୋଇଛନ୍ତି ବିରୋଧୀ ଦଳ । ବିଜେଡି ସହ ଧାରଣାରେ ସାମିଲ ହେଲା କଂଗ୍ରେସ । ବକେୟା ଦରମା ସହ ବିଭିନ୍ନ ଦାବିରେ ଧାରଣାରେ ବସିଛନ୍ତି ମିଶନ ଶକ୍ତି ମହିଳା ।

ଦେଖନ୍ତୁ ଭିଡିଓ; ରିଲ୍ସ କରୁଥିଲେ ମହିଳା, ରାଜରାସ୍ତାକୁ ଦୌଡି ପଳାଇଲା କୁନି ଝିଅ, ଆଉ ତା’ପରେ..

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories