www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟରେ କୋହଳ ହେଲା ଲକଡାଉନ : ଜାଣନ୍ତୁ କାହା ଉପରୁ ଉଠିଲା କଟକଣା…

ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଘୋଷଣା ପରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହେବା ସହିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲେ ହେଁ ଏହି ସମୟରେ କେତେକ କାର୍ଯ୍ୟ ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

-କୃଷି, ଉଦ୍ୟାନକୃଷି, ମତ୍ସ୍ୟ ଉତ୍ପାଦନ, ପ୍ରାଣୀ ସମ୍ପଦ, ମନରେଗା କାର୍ଯ୍ୟ
– ନିୟନ୍ତ୍ରିତ ବଜାର କମିଟି, ଧାନ ସଂଗ୍ରହ, ଶୀତଳଭଣ୍ଡାର ଖୋଲା
– ବିହନ ବୁଣା, ଜଳସେଚନ, ଚାରାରୋପଣ, ଅମଳ, ପ୍ରକ୍ରିୟାକରଣ ଓ ପ୍ୟାକେଜିଂ
– ଖରିଫ୍ ଋଣ ପାଇଁ ବ୍ୟାଙ୍କ, ଅଫିସ୍‌ ଖୋଲା
– ନାଫେଡ଼, ମାର୍କଫେଡ଼ ଦ୍ବାରା ଡାଲି ଓ ତୈଳବୀଜ ସଂଗ୍ରହ, ରବି ଧାନ ଅମଳ, ମଣ୍ଡିରେ ସଂଗ୍ରହ ଓ ପରିବହନ
– ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଓ ଦଗ୍ଧଜାତ ସାମଗ୍ରୀ, କୁକୁଡ଼ା ଖାଦ୍ୟ, ଗୋଖାଦ୍ୟ ବିକ୍ରି, ପ୍ରକ୍ରିୟାକରଣ
– କେନ୍ଦୁପତ୍ର ତୋଳିବା, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ବିକ୍ରି, ଜଳାଶୟ ନିର୍ମାଣ
– ରେଷ୍ଟୁରାଣ୍ଟରେ ପ୍ରସ୍ତୁତ ଖାଦ୍ୟ ହୋମ ଡ଼େଲିଭରୀ
– ଚାଷ ପାଇଁ ଟ୍ରାକ୍ଟର ଚଲାଇବା ଅନୁମତି
– ଆବାସ, ବିଜୁ ପକ୍କା ଘର ନିର୍ମାଣ ଚାଲୁ ରହିବ
– ଢ଼ାବାରେ ଖାଇବେ ନାହିଁ, ଘରକୁ ନେଇପାରିବେ
– ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ନିର୍ଦେଶନାମା ଖୁବ୍ ଶୀଘ୍ର
-କଣ୍ଟେନମେଣ୍ଟ ଅଞ୍ଚଳରେ କଟକଣା ଜାରି

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories