www.samajalive.in
Saturday, December 6, 2025
26.1 C
Bhubaneswar

ଧାନ ବିକା ଟଙ୍କା ପାଇଁ ଚାଷୀଙ୍କ ଧାରଣା

ବାସୁଦେବପୁର : ବାସୁଦେବପୁର ଗଦି ସେବାସମବାୟ ସମିତି ଆଗରେ ଚାଷୀ ଅସନ୍ତୋଷ ଦେଖାଯାଇଛି। ଧାନବିକା ଟଙ୍କା ପାଇନଥିବାରୁ କେତେକ ଚାଷୀ ସମିତି ଫାଟକରେ ଧାରଣାରେ ବସିଥିବା ନଜରକୁ ଆସିଛି। ଗତ ଖରିଫରେ ଚାଷୀ ନିୟମ ଅନୁସାରେ ଧାନ ଦେଇଥିଲେ। ସେମାନଂକୁ ଧାନ ବିକା ଟଙ୍କା ମିଳିନଥିଲା। ଟଙ୍କା ପାଇଁ ବିଭିନ୍ନ ବିଭାଗକୁ ଜଣାଇବା ପରେ କିଛି ଚାଷୀ ଟଙ୍କା ପାଇଥିଲେ। ବାକି ଚାଷୀ ଆଜିଯାଏ ଟଙ୍କା ନପାଇ ବାରମ୍ବାର ନିରାଶ ହେଉଛନ୍ତି। ଆଜି କେତେକ ଚାଷୀ ସମିତି ଆଗରେ ଧାରଣାରେ ବସିଥିବା ନଜରକୁ ଆସିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories