www.samajalive.in
Monday, December 8, 2025
27.1 C
Bhubaneswar

ଭଗବାନ ପର୍ଶୁରାମଙ୍କ ନଗର ପରିକ୍ରମା ଓ ଭିକ୍ଷାବୃତ୍ତି

ନର୍ଲା:ନର୍ଲା ବ୍ଲକର ବହୁ ସ୍ଥାନରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମ ଦିନ ଶ୍ରୀରାମ ନବମି ପାଳିତ ହୋଇଛି। ନବମୀ ତିଥି ଠାରୁ ବ୍ରତଧାରୀମାନେ ଉପାସନା ସହ ହବିଷାନ୍ନ ଭକ୍ଷଣ କରି ବ୍ରତ ପାଳନ କରୁଛନ୍ତି । ଅସୁରଗଡ, ବାଗପୁର, କୁସୁମପଡା, ତୁଳାପଡା, ସେରଗଡ, ଉଫେର, ଜାମପଦର, ଶିର୍ଲିପଡା, ରୁପ୍ରା, ତିତକେଲା, ଗିଗିନା, ପାଙ୍ଗା, ଥୁଆପଦର ଆଦି ଗ୍ରାମରେ ରାମନବମୀ ଧୁମଧାମରେ ପାଳିତ ହୋଇଛି। ଆଜି ଭଗବାନ ପର୍ଶୁରାମଙ୍କ ଗ୍ରାମ ପରିକ୍ରମା ଓ ଭିକ୍ଷାବୃତ୍ତି ହୋଇଅଛି । ଭକ୍ତମାନେ ପର୍ଶୁରାମଙ୍କୁ ଟଙ୍କା,ଚାଉଳ ଆଦି ପ୍ରଦାନ କରିଛନ୍ତି । କୁସୁମପଡା ଶ୍ରୀ ରାମନବମୀ ଅନୁଷ୍ଠାନ ତରଫରୁ ପର୍ଶୁରାମଙ୍କ ଭିକ୍ଷାବୃତ୍ତି ଚିତାକର୍ଷକ ହୋଇଥିଲା ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories