ବାରିପଦା: ନାବାଳିକା ଦୁଷ୍କର୍ମୀକୁ ୧୫ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଦୋଷୀ ଅର୍ଜୁନ ହେମ୍ବ୍ରମକୁ ଦଣ୍ଡାଦେଶ ଦେଲେ ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ। ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଡିଏଲସିଏକୁ ନିର୍ଦେଶ ଦେଇଛନ୍ତି। ୨୦୧୫ରେ ଶରତ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣା ଘଟିଥିଲା।
Popular Categories



