www.samajalive.in
Wednesday, December 10, 2025
23.1 C
Bhubaneswar

ବାରବାଟୀ ପିଚ୍‌ ଯାଞ୍ଚ କଲେ କ୍ୟୁରେଟର୍‌

କଟକ: ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଆଜି ପଡିଆରେ ପିଚ୍‌ ଯାଞ୍ଚ କରିଛନ୍ତି କ୍ୟୁରେଟର୍‌ । ବାରବାଟୀ ପଡିଆରେ କ୍ୟୁରେଟର ଆଶିଷ ଭୌମିକ ପହଞ୍ଚି ପିଚ୍‌ ଯାଞ୍ଚ କରିଛନ୍ତି । କ୍ୟୁରେଟର ଆଶିଷ ଭୌମିକଙ୍କ ସହ ଓସିଏର ମୁଖ୍ୟ ଓ ଅନ୍ୟ ଗ୍ରାଉଣ୍ଡ ଷ୍ଟାଫ୍‌ ଉପସ୍ଥିତ ରହିଛନ୍ତି ।

ବାରବାଟୀରେ ଟି-୨୦ ମ୍ୟାଚ ପାଇଁ ତିନୋଟି ପିଚ୍‌ ପ୍ରସ୍ତୁତ କରାଯାଇଛି । ପିଚ୍‌ ଯାଞ୍ଚ ହେବା ପରେ କେଉଁଟାରେ ଖେଳାଯିବ ତାହା ସ୍ପଷ୍ଟ ହେବ । ଡିସେମ୍ବର ୯ରେ ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ଗତକାଲି ଅନଲାଇନରେ ଟିକେଟ ବିକ୍ରି ସରିଛି । ମାତ୍ର କିଛି ମିନିଟରେ ଅନଲାଇନରେ ୨୦୦୦ ଟିକେଟ ସେଲ୍‌ ହୋଇଯାଇଥିଲା । ଏବେ ଅଫଲାଇନ ଟିକେଟକୁ ଅପେକ୍ଷା କରିଛନ୍ତି କ୍ର୍ରିକେଟ ପ୍ରେମୀ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories