www.samajalive.in
Tuesday, December 9, 2025
16.1 C
Bhubaneswar

ଅବକାରୀ ଚଢାଉ, ୨ ଗିରଫ

ବାଙ୍କୀ: ଜିଲ୍ଲା ଭାରପ୍ରାପ୍ତ ଅବକାରୀ ଅଧ୍ୟିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବାଙ୍କୀର ବିଭିନ୍ନ ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ସୂଚନାକ୍ରମରେ ବାଙ୍କୀ ଅବକାରୀ ବିଭାଗ ବୈଦେଶ୍ୱର ଥାନା ଅଧିନ କଳାପଥର ବଜାର ଉପରେ ଚଢାଉ କରି ବସ୍‍ ଷ୍ଟାଣ୍ଡ ନିକଟରୁ ହାଡିବନ୍ଧୁ ସାହୁ ନାମକ ଜଣେ ଯୁବକଙ୍କ ଠାରୁ ୧୫ ଲିଟର ଚୋରା ଦେଶୀ ରନ୍ଧାମଦ ଏବଂ ବାଙ୍କୀ ଥାନା ଅଧିନ କିଆପଲ୍ଲା ଗ୍ରାମର କାର୍ତ୍ତିକ ନାଏକଙ୍କ ଠାରୁ ବ୍ରହ୍ମପୁରା ତାରେଣୀ ଛକ ନିକଟରୁ ୨୦ ଲିଟର ଚୋରା ଦେଶୀ ରନ୍ଧାମଦ ଯଥାକ୍ରମେ ଜବତ କରି ଗୁରୁବାର ଦିନ ଉଭୟଙ୍କୁ ଅଦାଲତକୁ ପଠାଇଥିବା ସମ୍ପର୍କରେ ଅବାକରୀ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories