www.samajalive.in
Friday, December 12, 2025
19.1 C
Bhubaneswar

ତୁରେକେଲା ନିକଟସ୍ଥ ଜଙ୍ଗଲରେ ହାତୀପଲ

ବଲାଙ୍ଗିର: କଣ୍ଟାବାଞ୍ଜି ର ତୁରେକେଲା କଲେଜ ନିକଟସ୍ଥ ଜଙ୍ଗଲକୁ ଆଜି ଏକ ହାତୀପଲ ଆସିଥିବା ଜଣାପଡ଼ିଛି। ଏହି ହାତୀ ପଲରେ ୨୫ଟି ହାତୀ ଥିବା ଜଣାପଡ଼ିଛି। ହାତୀପଲ ଦେଖି ଲୋକେ ଭୟଭିତ ହୋଇଥିବା ବେଳେ ହାତୀମାନେ ବ୍ୟାପକ କପା ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ହାତୀ ଘଉଡ଼ାଇବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଏହି ହାତୀପଲ ନୂଆପଡ଼ା ଜିଲା ସୁନାବେଡ଼ା ଜଙ୍ଗଲରୁ ଆସିଥିବା ଜଣାପଡ଼ିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories