www.samajalive.in
Sunday, December 7, 2025
13.1 C
Bhubaneswar

ଆନନ୍ଦପୁର : ବୈତରଣୀ ନଦୀଜଳ ବିପଦ ସଙ୍କେତ ନିକଟତର

କେଶଦୁରାପାଳ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ନିକଟରେ ବୈତରଣୀ ନଦୀଜଳ ଧୀରେ ଧୀରେ ବଢିବାରେ ଲାଗିଛି। ଆନନ୍ଦପୁରରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯.୫ ମିଲିମି ବର୍ଷା ହୋଇଥିବା ବେଳେ ଦିନ ୪ଟା ସୁଦ୍ଧା ବୈତରଣୀ ନଦୀରେ ୩୬.୨୦୦ ମିଟର ଜଳ ପ୍ରବାହିତ ହେଉଥିବା ଜଣାପଡିଛି। ଆନନ୍ଦପୁର ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ୩୮.୩୬୦ ହୋଇଥିବା ବେଳେ, ନଦୀର ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇ ୩୭.୪୪୫ ମିଟରରେ ପ୍ରବାହିତ ହେଉଛି। ତେବେ ଯଦି ବର୍ଷା ଲାଗି ରହେ  ବୈତରଣୀ ନଦୀ ଜଳ ବିପଦ ସଙ୍କେତ ଟପିବା ଯଥେଷ୍ଠ ସମ୍ଭାବନା ରହିଛି । ଏ ନେଇ ପ୍ରଶାସନ ସଜାଗ ଓ ସତର୍କ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories