www.samajalive.in
Saturday, December 6, 2025
26.1 C
Bhubaneswar

ଅବନୀତ କୌରଙ୍କ ନାଁରେ ଠକେଇ ଅଭିଯୋଗ, ଚାଟ୍‌ ସ୍କ୍ରିନସଟ୍‌ ଭାଇରାଲ୍

ମୁମ୍ବଇ: ଅଡ଼ୁଆରେ ଅଭିନେତ୍ରୀ ଅବନୀତ କୌର। ଅଭିନେତ୍ରୀଙ୍କ ନାଁ ଠକେଇ ଅଭିଯୋଗ ଆଣିଛି ଏକ ଅଳଙ୍କାର ବ୍ରାଣ୍ଡ୍। ଅଭିଯୋଗ ହୋଇଛି ଯେ, ଅନେକ ପ୍ରତିଶ୍ରୁତି ସତ୍ବେ ଅଭିନେତ୍ରୀ ବ୍ରାଣ୍ଡର ଅଳଙ୍କାର ବ୍ୟବହାର କରି ମଧ୍ୟ କ୍ରେଡିଟ୍ ଦେଇନାହାନ୍ତି। ବିବାଦ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ବ୍ରାଣ୍ଡର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଭିନେତ୍ରୀଙ୍କ ସହ କଥାବାର୍ତ୍ତାର କିଛି ସ୍କ୍ରିନସଟ ଶେୟାର କରାଯାଇଥିଲା।

- Advertisement -

ତେବେ ସମସ୍ୟା ସେତେବେଳେ ଆରମ୍ଭ ହେଲା ଯେତେବେଳେ ବ୍ରାଣ୍ଡ ହୃଦୟଙ୍ଗମ କଲା ଯେ, ଅବନୀତ ତାଙ୍କ ଅଳଙ୍କାର ସମ୍ବନ୍ଧୀୟ କୌଣସି ପୋଷ୍ଟରେ ସେମାନଙ୍କୁ କ୍ରେଡିଟ୍ ଦେବାର ପ୍ରତିଶ୍ରୁତି ପାଳନ କରି ନାହାନ୍ତି। ବ୍ରାଣ୍ଡ ପକ୍ଷରୁ ଅଭିନେତ୍ରୀଙ୍କ ସହ ଯୋଗାଯୋଗ କରାଯିବାରୁ ଅବନୀତ ସେମାନଙ୍କୁ ଆଶ୍ଵାସନା ଦେଇଥିଲେ ଯେ ସେ ନିଶ୍ଚିତ ଭାବରେ ସେମାନଙ୍କ ଅଳଙ୍କାର ବିଷୟରେ ପୋଷ୍ଟ କରିବେ। ଏହି ଆଶ୍ୱାସନା ସତ୍ବେ ବ୍ରାଣ୍ଡ ଦାବି କରିଛି ଯେ, ସେମାନେ ଅଭିନେତ୍ରୀଙ୍କ ପୋଷ୍ଟରେ ଏପରି କୌଣସି ଶ୍ରେୟ ଦେଖି ନାହାନ୍ତି।

 

 

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories