www.samajalive.in
Tuesday, December 9, 2025
15.1 C
Bhubaneswar

ଏଟିଏମ୍‌ କାଟି ଲୁଟି ନେଲେ ୬ ଲକ୍ଷ

ସୁନ୍ଦରଗଡ : ଏଟିଏମ୍‌ କାଟି ଲୁଟି ନେଲେ ୬ ଲକ୍ଷ ଟଙ୍କା। ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମରୁ ଏହି ଲୁଟ୍‌ ହୋଇଛି। ଏଟିଏମ୍ କାଟି ୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ରାତିରେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍ ମେସିନ କାଟି ଲୁଟ ହୋଇଛି। ସୁନ୍ଦରଗଡ଼ ଟାଉନ ଥାନା ସୁନରିପଡ଼ା ଅଭିନନ୍ଦନ ହୋଟେଲ ନିକଟରୁ ଏହି ଲୁଟ୍‌ ହୋଇଥିବା ବେଳେ ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆମାଜନ୍‌ ସେଲ୍‌ ଆରମ୍ଭ; ମିଳୁଛି ୮୦ ପ୍ରତିଶତ ରିହାତି, ତାଲିକାରେ ଅଛି ଆଇଫୋନ, ମାତ୍ର ୨ ଦିନ ପାଇଁ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories