ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୯ ତାରିଖ ସୋମବାର ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ। ନୂଆଁଖାଇ ପାଇଁ ୯ ତାରିଖକୁ ରାଜ୍ୟ ସରକାର ଛୁଟି ଦିବସ ଘୋଷଣା କରିଛନ୍ତି। ତେଣୁ ଏହି ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସଂସ୍ଥାଗୁଡ଼ିକ ବନ୍ଦ ରହିବ। ଶନିବାର ଗଣେଶ ଚତୁର୍ଥୀ ଲାଗି ବ୍ୟାଙ୍କ ବନ୍ଦ ରହିଥିବାବେଳେ ରବିବାର ଛୁଟି ଦିନ ରହିଛି। ସୋମବାର ବି ଛୁଟି ଥିବାରୁ ଆସନ୍ତା ୧୦ ତାରିଖ ମଙ୍ଗଳବାର ଦିନ ବ୍ୟାଙ୍କା ଖୋଲିବ ବୋଲି ସୂଚନା ମିଳିଛି।
Popular Categories



