www.samajalive.in
Sunday, December 7, 2025
16.1 C
Bhubaneswar

ଏୟାରଟେଲ ଲଞ୍ଚ କଲା ନୂଆ ପ୍ରିପେଡ ପ୍ଲାନ, ମିଳିବ ୧୦୫ଜିବି ଡାଟା

ନୂଆଦିଲ୍ଲୀ : ଏୟାରଟେଲ ନିଜର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ପ୍ରିପେଡ ପ୍ଲାନ ଲଞ୍ଚ କରିଛି। ଏୟାରଟେଲର ଏହି ପ୍ଲାନର ମୂଲ୍ୟ ୪୧୯ଟଙ୍କା। ଏହି ପ୍ଲାନ ଦ୍ୱାରା ପ୍ରତିଦିନ ୧.୪ଜିବି ଡାଟା ମିଳିବ। ଏହାସହିତ ଏହି ପ୍ଳାନରେ ଅନଲିମିଟେଡ କଲିଙ୍ଗ ପାଇପାରିବେ। ଯାହାର ବୈଧତା ୭୫ଦିନ। ଏୟାରଟେଲର ଏହି ପ୍ଲାନର ଟକ୍କର ଜିଓର ୩୪୯ଟଙ୍କାର ପ୍ଲାନ ସହିତ ହେବ ଯେଉଁଥିରେ ଜିଓ ୧୦୫ଜିବି ଡାଟା ଦେଇଥାଏ। ଏହି ପ୍ଳାନରେ ମଧ୍ୟ ପ୍ରତିଦିନ ୧୦୦ମେସେଜ କରିପ।।ରିବେ। କହିରଖୁଛୁ ଏହାପୂର୍ବରୁ ଏୟାରଟେଲ ତାର ୯୯ଟଙ୍କାର ପ୍ଲାନର ମୂଲ୍ୟ ବୃଦ୍ଧି କରି ୧୧୯ଟଙ୍କା କରିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories