www.samajalive.in
Wednesday, December 10, 2025
18.1 C
Bhubaneswar

ସିବିଏସଇ ଜୋନାଲ ତାଇକୋଣ୍ଡରେ ଆଦିତିଙ୍କ ସଫଳତା

କେନ୍ଦୁଝରଗଡ଼: ପଶ୍ଚିମବଙ୍ଗର ଏଚ.ଏମ୍‌‌. ଏଜୁକେସନାଲ ସେଣ୍ଟର ହୁଗୁଳିଠାରେ ସିବିଏସ୍‌‌ଇ ଫାର ଜୋନାଲ ତାଇକୋଣ୍ଡ ପ୍ରତିଯୋଗିତା-୨୦୨୪ରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ କେନ୍ଦୁଝରର ଏକାଦଶ ଶ୍ରେଣୀର ଛାତ୍ରୀ ଆଦିତି ଦାସ ସଫଳତା ଅର୍ଜନ କରିଛନ୍ତି। ୭୫ କିଗ୍ରା ଓଜନ ବର୍ଗରେ ତୃତୀୟସ୍ଥାନ ହାସଲ କରି ବ୍ରୋଞ୍ଚ ପଦକ ଲାଭ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଆଦିତି। କେନ୍ଦୁଝର ରାମମନ୍ଦିର ନିକଟ ରାମ ନାରାୟଣ ଦାସ ଓ ସ୍ୱରୂପା ଦାସଙ୍କ କନ୍ୟା ତଥା ଜିଲା କ୍ରୀଡା ସଂସ୍ଥା କେନ୍ଦୁଝରର ପୂର୍ବତନ ଯୁଗ୍ମସମ୍ପାଦକ ରବି ନାରାୟଣ ଦାସଙ୍କ ନାତୁଣୀ ଆଦିତି ଭବିଷ୍ୟତରେ ଜଣେ ସଫଳ କ୍ରୀଡାବିତ୍‌‌ ହେବା ଲକ୍ଷ୍ୟ ରଖିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories