www.samajalive.in
Monday, December 8, 2025
20.1 C
Bhubaneswar

ଗୋଡି ବୋଝେଇ ଟ୍ରକ ଧକ୍କାରେ ବାଇକ୍‍ ଆରୋହି ମୃତ

କଳାପଥର(ବାଙ୍କୀ): ବାଙ୍କୀ ଥାନା କଇଁମୁଣ୍ଡି ନିକଟରେ ଆଜି ସଂଧ୍ୟାରେ ଏକ ଦୃତଗାମୀ ମାଲବାହି ଟ୍ରକ ଧକ୍କାଦେବାରୁ ଜଣେ ବାଇକ୍‍ ଆରୋହିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଜଣାଯାଇଛି ଯେ, ଚାରି ଘରିଆ ଗ୍ରାମର ରାମ ବେହେରାଙ୍କ ପୁଅ ବିଷ୍ଣୁ ବେହେରା(୩୫) ନିଜ ଗ୍ରାମକୁ ବାଇକ୍‍ ଯୋଗେଁ ଫେରୁଥିବା ବେଳେ ବିପରିତ୍ତ ଦିଗରୁ ଆସୁଥିବା ଏକ ମାଲବାହି ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା। ଫଳରେ ବାଇକ୍‍ ଆରୋହି ବିଷ୍ଣୁ ବେହେରା ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। କଇଁମୁଣ୍ଡି ଫାଣ୍ଡି ଅଧିକାରୀ ଶବ ଜବତକରି ବାଙ୍କୀ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories