mission shakti banner

ବଣୁଆ ଜନ୍ତୁ ଛୁଆ ଉଦ୍ଧାର

BSKY banner  750×100
0

କନ୍ଧମାଳ: ଫୁଲବାଣୀ କେରେଡିରୁ ଏକ ଜନ୍ତୁ ଛୁଆ ଉଦ୍ଧାର ହୋଇଛି । ଜନ୍ତୁ ଛୁଆକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି।  ଗାଁ ଲୋକ ଏହାକୁ ଚିତାବାଘ ଛୁଆ କହୁଛନ୍ତି । ତେବେ ଡିଏଫ୍ଓ ଏହା ଗୋଟିଏ ବଣୁଆ ବିଲେଇ ଛୁଆ ବୋଲି କହିଛନ୍ତି । ଜନ୍ତୁ ଛୁଆ ଉଦ୍ଧାର ହେବା ପରେ ବନ ବିଭାଗ ପକ୍ଷରୁ ଏହାର ଚିକିତ୍ସା କରାଯାଇଛି।

Leave A Reply