www.samajalive.in
Wednesday, December 10, 2025
16.1 C
Bhubaneswar

ଦେଶରେ ସର୍ବାଧିକ ପରଦାରେ ରିଲିଜ୍ ହେବ ‘ସାହୋ’

ନୂଆଦିଲ୍ଲୀ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ମୁକ୍ତିଲାଭ କରିବା ପୂର୍ବରୁ ଏକାଧିକ ରେକେର୍ଡ ଭାଙ୍ଗିଛି । ‘ବହୁବଳୀ-୨’ ଓ ‘ରୋବଟ-୨.୦’ ଠାରୁ  ଅଧିକ ପରଦାରେ ରିଲିଜ ହେବାକୁ ଯାଉଛି ‘ସାହୋ’ । ଏହା ଭାରତରେ ୧୦ ହଜାର ପରାଦାରେ ରିଲିଜ ହେବାକୁ ଥିବାବେଳେ ଉତ୍ତର-ଭାରତରେ ୪,୫୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିବ। ସେହିପରି ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୨ହଜାର ପରାଦରେ ମୁକ୍ତିଲାଭ କରିବ ‘ସାହେ’।

ସୂଚନା ମୁତାବକ,  ‘ସାହୋ’ ଭାରତରେ ମୁକ୍ତିଲାଭର ପ୍ରଥମ ଦିନରେ ୭୫ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ନିର୍ମାତା ଏବଂ ଚଳଚ୍ଚିତ୍ର ସମୀକ୍ଷକମାନେ ଆଶାପୋଷଣ କରିଛନ୍ତି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରଥମ ଦିନର ଟିକେଟର ମୂଲ୍ୟ ୨୦୦ ଟଙ୍କା କରିବାକୁ ଧାର୍ଯ୍ୟ କରାଯାଇଛି । ଚଳଚ୍ଚିତ୍ରର ତେଲୁଗୁ, ମାଲାୟଲମ ଓ ତାମିଲର  ସାଟେଲାଇଟ ରାଇଟ୍ସକୁ ୭୦ କୋଟି ତଙ୍କା ବିନିମୟରେ ରେ ବିକ୍ରି କରାଯାଥିବା ବେଳେ କେବଳ ହିନ୍ଦୀର ସାଟେଲାଇଟ ରାଇଟସକୁ ୭୦ କୋଟି ଟଙ୍କାରେ ବିକ୍ରି କରାଯାଇଛି । ‘ସାହୋ’ ୪ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମରେ ରିଲିଜ ହେବାକୁ ଯାଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories