www.samajalive.in
Tuesday, December 9, 2025
17.1 C
Bhubaneswar

ଦବିଲା କାଠଯୋଡ଼ି ବ୍ରିଜ୍ : ଗାଡ଼ି ଚଳାଚଳ ବାଧାପ୍ରାପ୍ତ

କଟକ : କଟକ କାଠଯୋଡ଼ି ବ୍ରିଜ୍ ବୁଧବାର ସମାନ୍ୟ ଦବି ଯାଇଥିବା ଦେଖବାକୁ ମିଳିଛି। ଗୋପାଳପୁର-ଲିଙ୍କରୋଡ୍ ରାସ୍ତାର ଆରମ୍ଭରୁ ବ୍ରିଜ୍‌ଟି ଦବି ଯାଇଛି। ଘଟଣାସ୍ଥଳରେ କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ପୁଲିସ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଏହାସହିତ ଦବିଥିବା ସ୍ଥାନକୁ ଏନ୍ଏଚ୍ଆଇ ଓ ପୁଲିସ୍ ପକ୍ଷରୁ କର୍ଡନ କରାଯାଇଛି। ବ୍ରିଜ୍ ଦବିବା ପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories