www.samajalive.in
Thursday, December 11, 2025
14.1 C
Bhubaneswar

ରାତି ୧୦ଟା ମୁଖ୍ୟ ଖବର

ବଡ଼ ଖବର :

# ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ଅସୁସ୍ଥ,ଏମ୍ସରେ ଭର୍ତ୍ତି, ସ୍ବାସ୍ଥ୍ୟବସ୍ଥା ସ୍ଥିର

# ଏମ୍ସ ଜାରି କଲା ବୁଲେଟିନ୍

- Advertisement -

# ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଏମ୍ସ ପରିଦର୍ଶନ

# ଜାମ୍ମୁରୁ ପୌରାଞ୍ଚଳ  ସମେତ ଜାମ୍ମୁ, କାଠୁଆ ଓ ଶାମ୍ବା ଜିଲ୍ଲାରୁ ଉଠିଲା ୧୪୪ ଧାରା 

# ୫ମ ଦିନ ପାଇଁ ଜାମ୍ମୁ ଓ କାଶ୍ମୀରର ପରିସ୍ଥିତି ସ୍ୱାଭାବିକ, ସ୍କୁଲ ଖୋଲିଲା

# ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନର ଶୁଭାରମ୍ଭ ହୋଇଛି। 

# ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଭାରତ-ପାକିସ୍ତାନ ସମ୍ପର୍କ ତିକ୍ତ ହେବା ପରେ ପାକିସ୍ତାନ ଏବେ ସମୁଦ୍ର ପଥ ଦେଇ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦେଖି ଭାରତୀୟ ନୌସେନାକୁ ହାଇ ଆଲର୍ଟରେ ରଖାଯାଇଛି।

# ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ଗୁରୁବାର ସମଝୌତା ଏକ୍ସପ୍ରେସ ବନ୍ଦ କରିବା ପରେ ଆଜି ଥର୍ ଏକ୍ସପ୍ରେସ ଚଳାଚଳକୁ ବନ୍ଦ କରିଦେଇଛି।

# ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି।

#  ହିନ୍ଦୀ ଫିଲ୍ମ ‘ଉରୀ’ରେ ବଳିଷ୍ଠ ଅଭିନୟ ପାଇଁ ଭିକି କୌଶଲ ଓ ଆୟୁଷ୍ମାନ ଖୁରାନାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ କରାଯାଇଛିି। 

#  ହିନ୍ଦୀ ଫିଲ୍ମ ’ବଧାଇ ହୋ ବଧାଇ’କୁ ଶ୍ରେଷ୍ଠ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି।
# ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ବନ୍ୟା ବିତ୍ପାତ: ୬୧ ମୃତ, ଶତାଧିକ ନିଖୋଜ

# ଦିଲ୍ଲୀର ଏକ ଅଦାଲତ ଉନ୍ନାଓ ବଳାତ୍କାର ମାମଲାର ଅଭିଯୁକ୍ତ କୁଲଦୀପ ସିଂହ ସେନେଗରଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଦାଏର କରିଛି

# ରାଜ୍ୟ ସରକାରା ଚିଠା କୃଷି ନୀତି ୨୦୧୯ ପ୍ରକାଶ କରିଛନ୍ତି

# ରେଳ ଧାରଣା ମରାମତି ପରେ ରାୟଗଡ଼ା ରାୟଗଡ଼ା ଆମ୍ବଦଳା ଷ୍ଟେସନ ଦେଇ ରେଳ ଚଳାଚଳ ସ୍ୱଭାବିକ

ଆଞ୍ଚଳିକ :

# ମନ୍ତ୍ରୀ ଓ ବିଧାୟକମାନଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ଦେଲେ ସରକାର

# ରାଜ୍ୟ ସରକାରା ଚିଠା କୃଷି ନୀତି ୨୦୧୯ ପ୍ରକାଶ କରିଛନ୍ତି, ୫ ବର୍ଷ ଯାଏ ଚାଲିବ କାଳିଆ ଯେଜନା

# ରେଳ ଧାରଣା ମରାମତି ପରେ ରାୟଗଡ଼ା ରାୟଗଡ଼ା ଆମ୍ବଦଳା ଷ୍ଟେସନ ଦେଇ ରେଳ ଚଳାଚଳ ସ୍ୱଭାବିକ

# ବର୍ଷା କମିବା ପରେ ମାଲକାନଗିରିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ବାରାନ୍ବିତ

# ଆସନ୍ତା ୧୨ ତାରିଖରେ ପୁଣି ଏକ ଳଘୁଚାପ

ଜାତୀୟ:

# ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନର ଶୁଭାରମ୍ଭ ହୋଇଛି। 

# ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର

# ଦେଶର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜଳ ସଂରକ୍ଷଣ ସଂକ୍ରାନ୍ତ ସଚେତନତା ସୃଷ୍ଟି ପାଇଁ ‘ସମଗ୍ର ଶିକ୍ଷା -ଜଳସୁରକ୍ଷା’ ଅଭିଯାନ ଆଜି ଶୁଭାରମ୍ଭ ହୋଇଛି

# ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା 

# ହିନ୍ଦୀ ଫିଲ୍ମ ‘ଉରୀ’ରେ ବଳିଷ୍ଠ ଅଭିନୟ ପାଇଁ ଭିକି କୌଶଲ ଓ ଆୟୁଷ୍ମାନ ଖୁରାନାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ କରାଯାଇଛିି। ତେଲୁଗୁ ଚଳଚ୍ଚିତ୍ର ‘ମହାନତି’ରେ ଉଚ୍ଚ କୋଟିର ଅଭିନୟ ପାଇଁ କିର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

# ହିନ୍ଦୀ ଫିଲ୍ମ ’ବଧାଇ ହୋ ବଧାଇ’କୁ ଶ୍ରେଷ୍ଠ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି।

# ବିଧାନସଭା ନିର୍ବାଚନ ହେବାକୁ ଥିବା ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିୟାଣା ଏବଂ ଦିଲ୍ଲୀ ପାଇଁ ବିଜେପି ପକ୍ଷରୁ ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ଏହି ୪ ରାଜ୍ୟ ପାଇଁ ନିଯୁକ୍ତ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି।
# ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। 
# ସାଉଦି ଆରବରୁ ଫେରୁଥିବା ହାଜିମାନଙ୍କୁ ସ୍ୱାଗତ କରିବା ପାଇଁ ଶ୍ରୀନଗର ବିମାନବନ୍ଦରଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। 
# କ୍ରମାନ୍ୱୟରେ ୫ମ ଦିନ ପାଇଁ ଜାମ୍ମୁ ଓ କାଶ୍ମୀରର ପରିସ୍ଥିତି ସ୍ୱାଭାବିକ ରହିଛି।
# ସୁପ୍ରିମକୋର୍ଟ ଦେବାଳିଆ ଆଇନରେ ସଂଶୋଧନକୁ କାଏମ ରଖିଛନ୍ତି।

ଆନ୍ତର୍ଜାତୀୟ:

# ନେପାଳରେ ନଦୀକୁ ବସ ଖସି ୫ଜଣଙ୍କର ମୃତ୍ୟୁ, ୧୨ରୁ ଅଧିକ ନିଖୋଜ 

# ବାଂଲାଦେଶର ୫ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି।

# କାଶ୍ମୀର ପ୍ରସଙ୍ଗ ନେଇ ଭାରତ-ପାକିସ୍ତାନ ସିଧାସଳଖ ଆଲୋଚନା କରିବାକୁ ଆମେରିକାର ପରାମର୍ଶ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories