www.samajalive.in
Monday, December 8, 2025
24.1 C
Bhubaneswar

ଷଷ୍ଠ ଦିନରେ ପହଞ୍ଚିଛି କୋଡିଙ୍ଗାମାଳିରେ ପ୍ରଭାବିତଙ୍କ ଆନ୍ଦୋଳନ, ଜିଦରେ ଅଟଳ ଗ୍ରାମବାସୀ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳି ପ୍ରଭାବିତଙ୍କ ଆନ୍ଦୋଳନ ୬ଷ୍ଠ ଦିନରେ ପହଞ୍ଚିଛି। ଗ୍ରାମବାସୀମାନେ ତାଙ୍କର ଜିଦରେ ଅଟଳ ରହିଛନ୍ତି। ସେମାନଙ୍କର ଗୋଟିଏ ଜିଦ୍ ବେଦାନ୍ତ କମ୍ପାନୀକୁ ବକ୍ସାଇଟ୍ ଖନନ ଦିଆଯିବା ପାଇଁ ଗ୍ରାମସଭା ହୋଇନାହିଁ। ପ୍ରଥମେ ଗ୍ରାମସଭା କରାଯାଉ ତା ପେର ଯାହା କିଛି।
ସୂଚନା ଯୋଗ୍ୟ, ଶୁକ୍ରବାର ଠାରୁ କୋଡିଙ୍ଗାମାଳି ପ୍ରବେଶ ପଥକୁ ପ୍ରଭାବିତ ଗ୍ରାମବାସୀମାନେ ଅବରୋଧ କରି ରଖିଛନ୍ତି। ଫଳରେ ଖନନ କାର୍ୟ୍ୟ ବନ୍ଦ ରହିଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories