www.samajalive.in
Wednesday, December 10, 2025
26.1 C
Bhubaneswar

ସକାଳ ୬ଟା – ମୁଖ୍ୟ ଖବର

ବଡଖବର

# କର୍ଣ୍ଣାଟକର ୩ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି କେଏମ ରମେଶ କୁମାର

# ଜୁଲାଇ ୨୬ରେ ଶେଷ ହେବାକୁ ଥିବା ସଂସଦର ବଜେଟ ଅଧିବେଶନ ସମୟସୀମା ଅଗଷ୍ଟ ୭ ପର୍ଯ୍ୟନ୍ତ ବୃଦ୍ଧି

# ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଖୁଲାସା: ଆମେରିକାକୁ ଖୁସି କରିବାକୁ ଗିରଫ ହୋଇଛି ହାଫିଜ୍‌ ସଇଦ୍‌
# ବିଧାନସଭାରେ ତଥ୍ୟ – ରାଜ୍ୟରେ ବେକାରୀ ସଂଖ୍ୟା ୮୫ ଲକ୍ଷରୁ ଅଧିକ

ଆଞ୍ଚଳିକ
# ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସ୍କୁଲ ପରିଦର୍ଶନ – ଭୁବନେଶ୍ୱର ୟୁନିଟ ୬ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସିଟି ସ୍କୁଲକୁ ଅନାଚକ ପରିଦର୍ଶନ କରି ପାଠ ପଢ଼ା ସଂପର୍କରେ ପଚାରି ବୁଝିଲେ
# ସମ୍ବଲପୁର ଫାଟକ ଅଞ୍ଚଳରେ ଜଗନ୍ନାଥ କଲୋନୀର ସନ୍ତୋଷ ପଟ୍ଟନାୟକ ନାମକ ଯୁବକକୁ ଛୁରୀ ଭୁସି ନିର୍ମମ ହତ୍ୟା
# ବିଧାନସଭାରେ ତଥ୍ୟ – ରାଜ୍ୟରେ ବେକାରୀ ସଂଖ୍ୟା ୮୫ ଲକ୍ଷରୁ ଅଧିକ
# ୪ ବର୍ଷ ପରେ ଜେଲ୍‌ରୁ ବାହାରିଲେ ଆତ୍ମଘୋଷିତ ଭଗବାନ ସାରଥୀ ଓରଫ୍ ସନ୍ତୋଷ ରାଉଳ, ବାରିମୂଳ ଆଶ୍ରମ ଯିବାକୁ ମନା
# ସ୍କୁଲରେ ପିଲାଙ୍କୁ ପାଠ ପଢ଼ିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା, ପିଲା ବି ବେଶ୍‌ ଖୁସି
# ବିଧାନସଭାରେ ଜଳ ସଂପଦ ବିଭାଗ ଆଲୋଚନା – ତିନିଟି ବଦଳରେ ୬ଟି ଡିଭିଜନ ଦାବି କଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର
# ବିଧାନସଭାରେ ଶୂନ୍ୟକାଳ – ମରୁଡ଼ି ପ୍ରସଙ୍ଗକୁ ନେଇ ଆଲୋଚନା ସରଗରମ ହୋଇଛି
# ଅନୁଗୁଳ ଏମ୍‌ସିଏଲ୍‌ ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଏବେବି ମାଟି ତଳେ ୩ ଶ୍ରମିକ, ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ
# ପୁଣି ଚାଷୀ ଆତ୍ମହତ୍ୟା – ବିଷ ପିଇ ଜୀବନ ହାରିଲେ ବରଗଡ଼ ଜିଲା ପୋଡ଼ାମୁଡ଼ା ଗାଁର ଚାଷୀ ବୈଷ୍ଣବ ଭୋଇ
# ଆରଟିଆଇ ବିଲକୁ ସମର୍ଥନ ଦେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ, ୧୪୬୨୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୬୨୨ଙ୍କୁ ମିଳିଛି ର‌୍ୟାଙ୍କ
# ବଲାଙ୍ଗୀର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ତଥା ଜମି ମାଫିଆ ଟିମନ କୁମ୍ଭାର ନାଁରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଲାଗୁ କଲା ଏନଏସଏ ଆକ୍ଟ
# ରାଜ୍ୟରେ ମୌସୁମୀ ସକ୍ରିୟ, ୨ରୁ ୩ ଦିନ ବର୍ଷା ସମ୍ଭାବନା
# ଓବିସି ଓ ଏସଇବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ
# କର୍ଣ୍ଣାଟକର ୩ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି କେଏମ ରମେଶ କୁମାର
# ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହିଁ ହାତ ରହିଛି କହି ପାକିସ୍ତାନ ଉପରେ ବର୍ଷିଲେ ସ୍ଥଳ ସେନା ମୁଖ୍ୟ ବିପିନ ରାୱତ୍
# ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସାହାସିକତାକୁ ଭିଡିଓ ଗେମ୍ ମାଧ୍ୟମରେ ଦେଖାଇବ ବାୟୁସେନା
# ଟେରିଟୋରିଆଲ୍ ଆର୍ମିର ୧୦୬ ପାରା ରେଜିମେଣ୍ଟ ବାଟାଲିୟନରେ ଆସନ୍ତା ୩୧ରେ ଯୋଗ ଦେବେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି
# ରାଜନେତା ତଥା କ୍ରିକେଟର ଗୌତମ ଗମ୍ଭୀର ପ୍ରଥମ ଥର ସଂସଦରେ ପ୍ରଶ୍ନ କଲେ, ଆରମ୍ଭ କଲେ ସାୟରିରୁ
# ତିନି ତଲାକ ବିଲ୍ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦୀନ ଅଓ୍ଵେସୀ କହିଲେ – ଇସଲାମରେ ବିବାହ ଏକ ଚୁକ୍ତି, ଆପଣ ଏହାକୁ ଜନ୍ମର ବନ୍ଧନ କରନ୍ତୁ ନାହିଁ
# ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ (ପୋକ୍ସୋ)ରେ ପଡ଼ି ରହିଥିବା ମାମଲା ଗୁଡ଼ିକର ତୁରନ୍ତ ଶୁଣାଣୀ ପାଇଁ ସବୁ ଜିଲ୍ଲାରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଖୋଲିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
# ନୂଆଦିଲ୍ଲୀରେ ଏକ ୧୪ ବର୍ଷୀୟା ନାବାଳିକାକୁ ପୋଲିସ ଏଏସ୍‌ଆଇ ବଳାତ୍କାର ଅଭିଯୋଗ
# ଜୁଲାଇ ୨୬ରେ ଶେଷ ହେବାକୁ ଥିବା ସଂସଦର ବଜେଟ ଅଧିବେଶନ ସମୟସୀମା ଅଗଷ୍ଟ ୭ ପର୍ଯ୍ୟନ୍ତ ବୃଦ୍ଧି

- Advertisement -

ଆନ୍ତର୍ଜାତିକ
# ଆଫଗାନିସ୍ତାନ କାବୁଲରେ ସିରିଜ ବୋମା ବିସ୍ଫୋରଣ, ୧୨ ମୃତ, ୩୦ରୁ ଅଧିକ ଗୁୁରୁତର
# ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଖୁଲାସା: ଆମେରିକାକୁ ଖୁସି କରିବାକୁ ଗିରଫ ହୋଇଛି ହାଫିଜ୍‌ ସଇଦ୍‌
# ଜୈବିକ ପିତା କିଏ ସନ୍ଦେହରେ ମାଲେସିଆ କେଲାତନର ପୂର୍ବତନ ରାଜା ସୁଲତାନ ମହମ୍ମଦ ଫିକ୍ଥ ନିଜ ପତ୍ନୀ ତଥା ରୁଷିଆର ପୂର୍ବତନ ସୁନ୍ଦରୀ ଓକସାନା ଭୋଇବୋଦିନାଙ୍କୁ ତଲାକ ଦେଲେ

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories