ଢେଙ୍କାନାଳ : ଢେଙ୍କାନାଳ ଜିଲା ପୁରୁଣାକଟକ-ସମ୍ବଲପୁର ରାସ୍ତାର ଜରିପାଳ ନିକଟରେ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଦୁର୍ଘଟଣା ଘଟିଥିଲା। କାର ଚଳାଇ ଭୁବନେଶ୍ବରରୁ ଅନୁଗୁଳ ଫେରୁଥିବା ଦମ୍ପତ୍ତିଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ କାରରେ ଯାଉଥିବା ଚାରିଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।
Popular Categories



