www.samajalive.in
Monday, December 8, 2025
13.1 C
Bhubaneswar

ରବର୍ଟ ଭଦ୍ରାଙ୍କୁ ବିଦେଶ ଗସ୍ତ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ : ରବର୍ଟ ଭଦ୍ରାଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ମିଳିଛି । ଦିଲ୍ଲୀର ଏକ ଅଦାଲତ ତାଙ୍କୁ ବିଦେଶ ଗସ୍ତ ପାଇଁ ୬ ସପ୍ତାହ ସମୟ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ରବର୍ଟ ଭଦ୍ରାଙ୍କୁ ୬ ସପ୍ତାହ ପାଇଁ ଆମେରିକା ଓ ନେଦରଲ୍ୟାଣ୍ଡ୍‍ସ୍‍ ଗସ୍ତ କରିବାକୁ ଅନୁମତି
ପ୍ରଦାନ କରିଛନ୍ତି ।

କିନ୍ତୁ ରବର୍ଟ ଭଦ୍ରା ତାଙ୍କର ଗସ୍ତ କାର୍ଯ୍ୟସୂଚୀ ବିଷୟରେ କୋର୍ଟରେ ଜଣାଇବେ । କିନ୍ତୁ ତାଙ୍କୁ ଲଣ୍ଡନ୍‍ ଗସ୍ତ କରିବାକୁ ଅନୁମତି
ଦିଆଯାଇ ନାହିଁ । ଲଣ୍ଡନରେ ୧୯ ଲକ୍ଷ ପାଉଣ୍ଡ ମୂଲ୍ୟର ଏକ ସମ୍ପତ୍ତି କିଣା ମାମଲାରେ ସେ ଅଭିଯୁକ୍ତ ଅଛନ୍ତି ଓ ସେନେଇ ମାମଲା ଚାଲିଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories