www.samajalive.in
Thursday, December 11, 2025
23.1 C
Bhubaneswar

ଶରୀର ପାଇଁ ଉପଯୋଗୀ ଓଟସ୍

ଆପଣ ଓଜନ ନିୟନ୍ତ୍ରଣ କରିବା ପାଇଁ ଅନେକ ପ୍ରକାରର ଖାଦ୍ୟ ଖାଇଥାଆନ୍ତି। ଏହାସହ ଡାଏଟ ମଧ୍ୟ କରିଥାଆନ୍ତି। କିନ୍ତୁ ଓଟସକୁ ନିଜ ଖାଦ୍ୟ ରୂପେ ସାମିଲ କରିବା ଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ। ଓଟସ୍ ଖାଇବା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।

ନିଜ ଡାଏଟରେ ଓଟସ୍ ସାମିଲ କରିବା ଉଚିତ।

- Advertisement -

ଓଟସ୍‌ରେ କ୍ୟାଲୋରୀର ପରିମାଣ କମ ମାତ୍ରାରେ ରହିଛି। ଏହି କାରଣରୁ କୋଲେଷ୍ଟ୍ରୋଲ ହେବାର ସମ୍ଭାବନା କମ ରହିଥାଏ।

ଏଥିରେ ବିଟା ଗ୍ଲୁକନ ଅଧିକ ମାତ୍ରାରେ ରହିଥିବାରୁ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

ଓଟସ୍ ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇଥାଏ।

ଏହାସହ ମୁହଁର ତୈଳାକ୍ତ ଅଂଶ ବାହାରିବାରେ ସହାୟକ ହୋଇଥାଏ।

ଓଟସ୍‌ରେ ଥିବା ବିଭିନ୍ନ ପୋଷକ ତତ୍ତ୍ବ ଶରୀରକୁ ଅନେକ ଜରୁରୀ ଭିଟାମିନ ଯୋଗାଇଥାଏ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories