www.samajalive.in
Sunday, December 7, 2025
14.1 C
Bhubaneswar

ପରଲୋକରେ ଅଜୟଙ୍କ ପିତା ବୀରୁ ଦେବଗନ ; ଷ୍ଟଣ୍ଟ୍‍ ନିର୍ଦ୍ଦେଶକ ଭାବେ ଥିଲେ ବଲିଉଡ଼ରେ ଜଣାଶୁଣା

ମୁମ୍ବଇ : ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନଙ୍କର ସୋମବାର ଦେହାନ୍ତ ହୋଇଯାଇଛି। ବୀରୁଙ୍କ ମୃତ୍ୟୁର ଖବର ଶୁଣିବା ପରେ ବଲିଉଡ଼କୁ ଏକ ଶକ୍ତ ଧକ୍କା ଲାଗିଛି। ବୀରୁ ବଲିଉଡ଼ର ଜଣେ ଜଣାଶୁଣା ଷ୍ଟଣ୍ଟ୍‍ ନିର୍ଦ୍ଦେଶକ ଥିଲେ। ଏହାସହିତ ସେ ଅଭିନେତା, ନିର୍ଦ୍ଦେଶକ, ଲେଖକ, ପ୍ରଯୋଜକ ଓ ଆକ୍ସନ ପ୍ରଶିକ୍ଷକ ଭାବେ ମଧ୍ୟ କାମ କରିଛନ୍ତି। ତାଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିବା ପରେ ଅନେକ ବଲିଉଡ଼ କଳାକାର ସାମାଜିକ ଗଣମାଧ୍ୟମ ଜରିଆରେ ସମବେଦନା ଜଣାଇଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories