www.samajalive.in
Monday, December 8, 2025
17.1 C
Bhubaneswar

ଆଇସକ୍ରିମ ପକୋଡ଼ା

ଆବଶ୍ୟକ ସାମଗ୍ରୀ
କଣ୍ଣଫ୍ଲୋର – ୨କପ
ତେଲ – ଆବଶ୍ୟକ ଅନୁଯାୟୀ
ମଇଦା – ୩ ଚାମଚ
ଚେରି – ଅଳ୍ପ
ଭାନିଲା ଆଇସକ୍ରିମ – ୨କପ
ଚକୋଲେଟ ସିରଫ – ୩ ଚାମଚ
ଆଇସକ୍ରିମ ସ୍କୁପ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଆଇସକ୍ରିମ ସ୍କୁପକୁ ଏକ କାଚ ପାତ୍ରରେ ଫ୍ରିଜରେ ରଖି ଦିଅନ୍ତୁ। ଏବେ ମଇଦାରେ ପାଣି ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ କେକ ପାଉଡ଼ରରେ କଣ୍ଣଫ୍ଲୋର ମିଶାଇ ଦିଅନ୍ତୁ। ଏହାପରେ ଆଇସକ୍ରିମ ସ୍କୁପକୁ କେକ ପାଉଡ଼ର ଉପରେ ରଖି ୨ ଘଣ୍ଟା ଫ୍ରିଜରେ ରଖି ଦିଅନ୍ତୁ। ୨ ଘଣ୍ଟା ପରେ ରଖିଥିବା ଆଇସକ୍ରିମ ସ୍କୁପକୁ ମଇଦା ଘୋଳରେ ବୁଡ଼ାଇ କଣ୍ଣଫ୍ଲୋର ଗୁଣ୍ଡରେ ବୁଡ଼ାଇ ପୁଣି ଫ୍ରିଜରେ ୨ ଘଣ୍ଣା ଫ୍ରିଜରେ ରଖନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫ୍ରିଜ ରଖିଥିବା ଆଇସକ୍ରିମ ସ୍କୁପକୁ ଫ୍ରାଏ କରନ୍ତୁ। ଏବେ ଏହି ଫ୍ରାଏ ହୋଇଥିବା ଆଇସକ୍ରିମ ସ୍କୁପକୁ ଭାନିଲା ଆଇସକ୍ରିମରେ ଫ୍ରାଏ ହୋଇଥିବା ଆଇସକ୍ରିମ ସ୍କୁପକୁ ରଖନ୍ତୁ। ଏହାଉପରେ ଚେରି ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଇସକ୍ରିମ ପକୋଡ଼ା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories