www.samajalive.in
Sunday, December 7, 2025
15.1 C
Bhubaneswar

ଜୀବନର ସମସ୍ୟା ସମାଧାନ କରିବାର କିଛି ସରଳ ଉପାୟ

କୌଣସି ପରିସ୍ଥିତି କିମ୍ବା ଅସୁବିଧାର ସାମ୍ନା କରିବା ଓ ଚୁକ୍ତି ଜୀବନର ଦୁଇଟି ଅଙ୍ଗ ଅଟେ। ଏପରି କୌଣସି ବ୍ୟକ୍ତି ନାହାଁନ୍ତି ଯିଏ କେବେ କୌଣସି ଅସୁବିଧା କିମ୍ବା ଚୁକ୍ତିର ସାମ୍ନା କରି ନ ଥିବେ। କିଛି ଛୋଟ ଛୋଟ କଥା ଏପରି ରହିଥାଏ ଯାହା କୌଣସି ନା କୌଣସି ସମୟରେ ଜୀବନକୁ ସିଧା ସଳଖ ପ୍ରଭାବିତ କରେ। କିଛି ସମସ୍ୟାର ସମାଧାନ ସରଳ ଭାବେ କରିବା ପାଇଁ କିଛି ଉପାୟ ରହିଛି। ତେବେ ଆସନ୍ତୁ ଜାଣିବା ସେ ସମ୍ବନ୍ଧରେ ..

ସର୍ବଦା ସତ୍ୟ କୁହନ୍ତୁ :

- Advertisement -

ଯେତେ ସମ୍ଭବ ଆପଣ ସର୍ବଦା ସତ୍ୟ କହିବା ଉଚିତ। କାରଣ ସତ୍ୟ କହୁଥିବା ବ୍ୟକ୍ତି ଜୀବନରେ କେବେ କୌଣସି ସ୍ଥାନରେ ହାରି ନ ଥାଏ। ସତ କଥାକୁ କେହି କେବେ ଭୁଲି ନ ଥାଏ। କୌଣସି କ୍ଷେତ୍ରରେ କିଛି ମନେ ପକାଇବାକୁ ପଡି ନ ଥାଏ।

ସରଳ ବ୍ୟକ୍ତିତ୍ବର ହୁଅନ୍ତୁ :

ବିନୟଭାବ ରଖିବା ବ୍ୟକ୍ତିର ଏକ ଗହଣା ସଦୃଶ ଅଟେ। ବ୍ୟକ୍ତି ସରଳ ସ୍ବଭାବର ହୋଇଗଲେ କିମ୍ବା ଅନ୍ୟ ସହ ବ୍ୟବହାର କଲେ ତା ଉପରେ ଭଲ ପ୍ରଭାବ ପଡିଥାଏ। ଏହାଦ୍ବାରା ଆପଣଙ୍କ କଥାବାର୍ତ୍ତା ସମସ୍ତଙ୍କ ଉପରେ ଉତ୍ତମ ପ୍ରଭାବ ମଧ୍ୟ ପକାଇଥାଏ।

ନିନ୍ଦା କରନ୍ତୁ ନାହିଁ :

ଯଦି କେବେ କାହାର କୌଣସି କଥା ଆପଣଙ୍କୁ ଭଲ ନ ଲାଗେ ତେବେ ତାଙ୍କୁ ନିନ୍ଦା କରନ୍ତୁ ନାହିଁ। ଆପଣ ଯଥା ଶୀଘ୍ର ସେହି ବ୍ୟକ୍ତି ଠାରୁ ଦୂରେଇ ଯାଆନ୍ତୁ। ଅନ୍ୟ ବ୍ୟକ୍ତି ଆଗରେ କାହାର କେବେ ନିନ୍ଦା କରିବା ଭଲ ନୁହେଁ।

ପବିତ୍ର ରୁହନ୍ତୁ :

ପବିତ୍ର କେବେ ଶରୀର ବାହାରୁ ହୋଇ ନ ଥାଏ। ନିଜର ମନ, ଆତ୍ମାକୁ ଶୁଦ୍ଧ ଓ ଉତ୍ତମ ଭାବନା ରଖିବା ଦ୍ବାରା ନିଜେ ପବିତ୍ର ରହିଥାଆନ୍ତି। ଏହାସହ ସର୍ବଦା ନିଜ ବ୍ୟବହାର ଓ କଥାବାର୍ତ୍ତାରେ ସଂଯମତା ରଖନ୍ତୁ।

ବେଳେବେଳେ ଚୁପ୍ ରୁହନ୍ତୁ :

କଥା କହିବା ନିତାନ୍ତ ଜରୁରୀ ଅଟେ। କିନ୍ତୁ ପ୍ରତିଦିନ କିଛି ସମୟ ଚୁପ୍ ରହିବା ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏହାଦ୍ବାରା ମନ ଶାନ୍ତ ରହିଥାଏ।

କଥାବାର୍ତ୍ତାରେ ସଂଯମତା :

ଆପଣଙ୍କ କଥା ଦ୍ବାରା କେବେ କାହାକୁ କଷ୍ଟ ନ ହେଉ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories