ବୁଥ ନିକଟରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଧରଣା
ଆନନ୍ଦପୁର : କେନ୍ଦୁଝର ମନ୍ତ୍ରୀ ବଦ୍ରି ପାତ୍ର ଆନନ୍ଦପୁରରେ ଏକ ପୋଲିଂ ବୁଥ ନିକଟରେ ଧରଣା ଦେଇଛନ୍ତି । ଏଜେଣ୍ଟକୁ ବୁଥ ଭିତରକୁ ପୂରାଇ ନଦେବାରୁ ଏହାକୁ ବିରୋଧ କରି ସେ ଧାରଣା ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଶୁଆଁପଦା ୨୭୬ ନମ୍ବର ପୋଲିଂ ବୁଥରେ ଏଜେଣ୍ଟକୁ ବୁଥ ଭିତରକୁ ପସିବାକୁ ଦିଆଯାଇନଥିଲା । ଏହାକୁ ବିରୋଧ କରି ବୁଥ ଠାରୁ କିଛି ଦୂରରେ ସମର୍ଥକଙ୍କ ସହ ମନ୍ତ୍ରୀ ବଦ୍ରି ପାତ୍ର ଧାରଣାରେ ବସିଛନ୍ତି ।
Comments are closed.