www.samajalive.in
Monday, December 8, 2025
20.1 C
Bhubaneswar

ମତଦାନ ବେଳେ ଭୋଟି ମେସିନ୍‌ ଭାଙ୍ଗି  ଜନସେନା ପ୍ରାର୍ଥୀ ଗିରଫ

ଅମରାବତୀ ..- ମତଦାନ କେନ୍ଦ୍ରରେ ମତଦାନ ଚାଲିଥିବା ବେଲେ  ଇଭିଏମ୍‌ ଭାଙ୍ଗି ଜନସେନାର ପ୍ରାର୍ଥୀ ହୋଇଥିବା ମଧୁସୂଧନ ଗୁପ୍ତା ଗିରଫ ହୋଇଛନ୍ତି । ଗୁରୁବାରରେ ଆନ୍ଧ୍ରପ୍ରଦେଶରେ ଲୋକସଭା ଓ  ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା ।  ଅନନ୍ତପୁର ଜିଲ୍ଲାର ଗୁନ୍ତକାଲ ବିଧାନସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ଜନସେନାର ପ୍ରାର୍ଥୀ ମଧୁସୂଧନ ସେଠାରେ ପହଞ୍ଚିଥିଲେ ।  ସେ ମତଦାନ କରିବା ପାଇଁ ସେଠାରେ ପହଞ୍ଚିଥିଲେ । ମତଦାନ କେନ୍ଦ୍ରରେ ଠିକ୍‌ ଭାବରେ ବିଧାନସଭା ଓ ଲୋକସଭା ଆସନର ନାମ ପ୍ରଦର୍ଶୀତ ହୋଇ ନଥିବାରୁ ସେ ଭୋଟିଂ ମେସିନ୍‌କୁ ଚଟାଣରେ  ପିଟି ଦେଇଥିଲେ ।

ଆନ୍ଧ୍ରପ୍ରଦେଶରେ ୧୭୫ଟି ବିଧାନସଭା ଆସନ ଓ ୨୫ଟି ଲୋକ ସଭା ଆସନ ପାଇଁ ମତଦାନ କରାଯାଉଛି ।  କେତକସ୍ଥାନରେ ଭୋଟିଂ ମେସିନ୍‌ରେ ତ୍ରୁଟି ଦେଖାଯାଇଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶର କେତକସ୍ଥାନରେ  ନିର୍ବାଚନୀ ହିଂସା ଦେଖାଯାଇଛି ।

- Advertisement -

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories