www.samajalive.in
Monday, December 8, 2025
27.1 C
Bhubaneswar

ଯୌନ କେଳେଙ୍କରୀରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି: ଧର୍ମେନ୍ଦ୍ର

ଭୁବନେଶ୍ଵର: ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଯେଉଁ ସଭାକୁ ଯାଉଛନ୍ତି ୫ବର୍ଷରେ କ’ଣ କରିଛନ୍ତି ତାହା କହୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଆଗାମୀ ୫ବର୍ଷରେ କ’ଣ କରିବେ ତାହା କହୁଛନ୍ତି। ସେ ୧୯ ବର୍ଷ ଧରି କ’ଣ କରୁଥିଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ଏଥିସହ ସେ କହିଛନ୍ତି ଯୌନ କେଳେଙ୍କରୀରେ ସମ୍ପୃକ୍ତ ବ୍ୟକ୍ତିକୁ ବିଜେଡି ପ୍ରାର୍ଥୀ କରିଛି। ଯୌନ କେଳେଙ୍କରୀର ମୁଖ୍ୟ ନାୟକ ଏବେ ଭୁବନେଶ୍ଵର ବିଧାୟକ ପ୍ରାର୍ଥୀ। ପିପିଲିରେ ଯାହାକୁ ପ୍ରାର୍ଥୀ କଲେ ତାଙ୍କୁ ୩ମାସ ତଳେ ମୁଖ୍ୟମନ୍ତ୍ରୀ କାହିଁକି ମନ୍ତ୍ରିମଣ୍ଡଳରୁ କାଢ଼ିଥିଲେ। ସେହିପରି ଉଦଳାରେ ଯାହାକୁ ପ୍ରାର୍ଥୀ କଲେ ସେ ଯୌନ ଶୋଷଣ ଅଭିଯୁକ୍ତ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ପଇସା ଖର୍ଚ୍ଚ କରି ମିଛ ବଜ୍ଞାପନ ଛପାଇବାରେ ନବୀନ ଧୂରନ୍ଧର। ନବୀନ ଜାଣି ସିଆଣିଆ ବୋଲି ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories