ଭୁବନେଶ୍ବର : ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁମିତ୍ରା କହିଛନ୍ତି ଯେ, ବିଜେଡିକୁ ଜିତାଇବାକୁ ନିରଞ୍ଜନ ପଟ୍ଟନାୟକ ଯୋଜନା କରୁଥିବା ମୁଁ ଭାବୁଛି।
Popular Categories



