www.samajalive.in
Tuesday, December 9, 2025
16.1 C
Bhubaneswar

ଧନ ପ୍ରାପ୍ତିର ୭ଟି ଉପାୟ , ୭ ଦିନରେ ହେବେ କୋଟିପତି

ଆପଣ ଧନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି କି? ଧନ ପ୍ରାପ୍ତି ପାଇଁ ଏଭଳି କିଛି ଉପାୟ ରହିଛି, ଯାହା ଆପଣଙ୍କୁ ମାଲାମାଲ ବା ଧନଶାଳୀ କରିପାରିବ। ଆମେ ଆପଣଙ୍କୁ ଜଣାଇବୁ ଏହାର ଉପାୟ…..

୧. ଘରର ମୁଖ୍ୟ ଫାଟକ ନିକଟରେ ପ୍ରତି ଶନିବାର ସୋରିଷ ତେଲରେ ଦୀପ ଜଳାନ୍ତୁ। ଦୀପ ଲିଭିଗଲା ପରେ ବଳକା ତେଲକୁ ଅଶ୍ୱତ୍ଥ ବୃକ୍ଷ ବା ଓସ୍ତ ଗଛ ମୂଳରେ ଢାଳି ଦେବେ।

- Advertisement -

୨. ଘର ଅଗଣାରେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ। ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ।

୩. ପୂଜା କରିବା ସମୟରେ ଦୀପରେ ନାଲି ସୂତା ପକାଇ ରଖନ୍ତୁ। ଏହା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।

୪. ପ୍ରତିଦିନ ଦୁଃଖୀ ଓ ଦରିଦ୍ରଙ୍କୁ ଦାନ ଦିଅନ୍ତୁ।

୫. ମଙ୍ଗଳବାର ଦିନ ଏକ ପାତ୍ରରେ ଗୋବର ଉପରେ ଝୁଣା ରଖି ଜଳାନ୍ତୁ ଏବଂ ଝୁଣା ଧୂପକୁ ଘର ସାରା ଦିଅନ୍ତୁ।

୬. ପ୍ରତିଦିନ ଲକ୍ଷ୍ମୀ ସ୍ତୁତି ଜପ କରିବା ସହ ମା ଲକ୍ଷ୍ମୀଙ୍କୁ ଧଳା ରଙ୍ଗର ମିଠା ଭୋଗ ଲଗାନ୍ତୁ।

୭. ଦରମାରୁ କିଛି ଟଙ୍କା ନେଇ ପୂଜା ଘରେ ରଖନ୍ତୁ। ଏହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଧନ ପ୍ରପ୍ତି ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories