www.samajalive.in
Wednesday, December 10, 2025
26.1 C
Bhubaneswar

୯ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ୯ ବିଧାନସଭା ଆସନ ପାଇଁ କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ଦୁଇଟି ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ଧର୍ମଶାଳା ଓ ତିର୍ତ୍ତୋଲ ଆସନରେ ପ୍ରାର୍ଥୀ ବଦଳ ହୋଇଛି। ଧର୍ମଶାଳରେ ସ୍ମୃତିରେଖା ପାଢୀଙ୍କ ସ୍ଥାନରେ କିଷାନ ପଣ୍ଡାଙ୍କୁ ଓ ତିର୍ତ୍ତୋଲରେ ବିଭୁ ତରାଇଙ୍କ ବଦଳରେ ଦେବୀ ପ୍ରସାଦ ମଲ୍ଲିକଙ୍କୁ ଟିକେଟ ମିଳିଛି। ନିର୍ବାଚନରେ ଦୁଇଟି ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲଢିବେ। ପୂର୍ବରୁ ଘସିପୁରା ପାଇଁ ନିରଞ୍ଜନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ସେ ଭଣ୍ଡାରୀପୋଖରୀରୁ ମଧ୍ୟ ଲଢିବେ।
ଭଣ୍ଡାରୀପୋଖରୀ – ନିରଞ୍ଜନ ପଟ୍ଟନାୟକ
ଭଦ୍ରକ – ନଳିନୀକାନ୍ତ ମହାନ୍ତି
ବଡ଼ଚଣା – ସୀତାକାନ୍ତ ମହାପାତ୍ର
ଧର୍ମଶାଳା – କିଷାନ ପଣ୍ଡା
ସାଲେପୁର – ରବୀନ୍ଦ୍ରନାଥ କର
ମହାକାଳପଡ଼ା – ବିଭ୍ରାଂଶୁ ଶେଖର ଲେଙ୍କା
ତିର୍ତ୍ତୋଲ – ଦେବୀ ପ୍ରସାଦ ମଲ୍ଲିକ
ବାଲିକୁଦା ଏରସମା – ଡ଼. ଲଲାଟେନ୍ଦୁ ମହାପାତ୍ର
ନିମାପଡ଼ା – ସତ୍ୟବ୍ରତ ପାତ୍ର

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories