www.samajalive.in
Saturday, December 6, 2025
26.1 C
Bhubaneswar

ବୁଟ ସହ ଏହି ଖାଦ୍ୟ ଖାଇବା ବର୍ଜନୀୟ

ଅଧିକାଂଶ ବ୍ୟକ୍ତି ସକାଳେ ଖାଲି ପେଟରେ ସିଝା ବୁଟ ଖାଇ ଥାଆନ୍ତି। ଏହା ସ୍ବାସ୍ଥ୍ୟ ପ​‌କ୍ଷେ ଉତ୍ତମ ଅଟେ। ଏପରି କରିବା ଦ୍ବାରା ଶରୀରକୁ ସଠିକ ଭାବେ ବୁଟର ସମସ୍ତ ପୋଷକ ମିଳିଥାଏ। ଏହାସହ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇପାରିବେ। କିନ୍ତୁ ବେଳେବେଳେ ଦେଖାଯାଇଥାଏ ଯେ, ସିଝା ବୁଟ ଖାଇବା ପରେ ଆମେ ଅନ୍ୟ ଖାଦ୍ୟ ଖାଇ ଦେଇଥାଉ। ଯାହା ଶରୀରକୁ ଅସୁସ୍ଥ କରିଥାଏ। ତେବେ ଆସନ୍ତୁ ଜାଣିବା ବୁଟ ଖାଇବା ପରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ..

ବୁଟ ଖାଇବା ପରେ ସଙ୍ଗେ ସଙ୍ଗେ କେବେ ବି କ୍ଷୀର ପିଇବା ଉଚିତ ନୁହେଁ। କାରଣ ଏପରି କରିବା ଦ୍ବାରା ମୁହଁରେ ଧଳା ରଙ୍ଗର ଛଉ ହୋଇଯାଏ। ଯଦି ଆପଣ ବୁଟ ଖାଉଛନ୍ତି ତେବେ ପ୍ରାୟ ୧ଘଣ୍ଟା ପରେ କ୍ଷୀର ପିଇବା ଉଚିତ।

- Advertisement -

ବୁଟ ସହ କେବେ ବି ଅଣ୍ଡା ଖାଇବା ଉଚିତ ନୁହେଁ। କାରଣ ଏହାଦ୍ବାରା ପେଟ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ହଜମ ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ।

ପ୍ରାୟତଃ ବ୍ୟକ୍ତି ଚଣା ସହ ରସୁଣ ଖାଇ ଥାଆନ୍ତି। ଏପରି କରିବା ଦ୍ବାରା ଚର୍ମ ସମ୍ବନ୍ଧୀୟ ରୋଗ ଦେଖା ଦେଇଥାଏ।

 

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories