www.samajalive.in
Friday, December 5, 2025
23.1 C
Bhubaneswar

ଆଜି ଶପଥ ନେବେ ଜୟ ଢୋଲକିଆ

ସମାଜ ଲାଇଭ ଡ଼େସ୍କ : ନୂଆପଡ଼ା ଉପନିର୍ବାଚନରେ ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଆଜି ଶପଥ ନେବେ । ଦିନ ୧୧ ଟା ବେଳେ ବିଧାନସଭାରେ ବାଚସ୍ପତି ସୁରମା ପାଢୀ ଜୟଙ୍କୁ ଶପଥ କରାଇବେ । ଶପଥ ସମୟରେ ସମସ୍ତ ମନ୍ତ୍ରୀ ଓ ବିଜେପି ବିଧାୟକ ଉପସ୍ଥିତ ରହିବେ ବୋଳି ସୂଚନା ମିଳିଛି । ନୂଆପଡ଼ାରେ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ସେଠାରେ ବିଧାୟକ ପାଇଁ ଉପନିର୍ବାଚିତ ଅନୁଷ୍ଠିତ ହୋଇଥିଲା । ଉପନିର୍ବାଚନରେ ଜୟ ବିଜେଡ଼ି ଛାଡି ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ଜୟ ୮୩ ହଜାରରୁ ଉର୍ଦ୍ଧ ଭୋଟରେ ବିଜୟ  ହୋଇଥିଲେ । ଜୟଙ୍କୁ ମିଶାଇ ରାଜ୍ୟରେରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୯ରେ ପହଞ୍ଚିଲା ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories