- ବାତ୍ୟା ମନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
- ମୁଖ୍ୟମନ୍ତ୍ରୀ କହିଲେ ସରକାର ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି
- ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ-ମୁଖ୍ୟମନ୍ତ୍ରୀ
- ବର୍ତ୍ତମାନ ସୁଦ୍ଧା ୧୧ହଜାର ୩୯୬ଜଣଙ୍କୁ ସ୍ଥାନାନ୍ତର
- ୩୦ହଜାର ୫୯୪ଜଣଙ୍କୁ ସ୍ଥାନାନ୍ତର ନେଇ ଲକ୍ଷ୍ୟ ରହିଛି
- ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଟ୍ଟ ବାତ୍ୟା ଟଳିବାର ୪୮ ଘଣ୍ଟା ମଧ୍ୟରେ କରାଯିବ ବିଦ୍ୟୁତ୍ ସଂଯୋଗ
- ମନ୍ଥା ପ୍ରଭାବରେ ରାତିରେ ପବନର ବେଗ ବଢ଼ିବ, ଆଇଏମଡି ଡିଜିଙ୍କ ସୂଚନା
- ଭୟ ନକରି ସତର୍କ ରୁହନ୍ତୁ । ଆମେ ଏକାଠି ବାତ୍ୟାର ମୁକାବିଲା କରିବା-ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ
- କନ୍ଧମାଳରେ ୧୧୦୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି
ବାତ୍ୟା ଅପଡେଟ୍
Popular Categories



